ଆଗାମୀ ୬ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି

0
396

By Our Correspondent

BHUBANESWAR:  ଆଗାମୀ ୬ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି. ଏହି ଘୁର୍ଣ୍ଣିବଳୟ ପ୍ରଭାବରେ  ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି.

“A cyclonic circulation is likely to develop over Southeast Bay of Bengal around 06th May, 2023. Under its influence, a Low Pressure Area is likely to form over the same region during subsequent 48 hours,” the IMD said.

LEAVE A REPLY

Please enter your comment!
Please enter your name here