ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

0
313

By Our Correspondent

BHUBANESWAR:  ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା.

୨୨ ଅପ୍ରେଲ, ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଏବଂ ଝୁଙ୍କ ପବନ ସମ୍ଭାବନା . ୨୩ ଅପ୍ରେଲ, ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଏବଂ ଝୁଙ୍କ ପବନ ସମ୍ଭାବନା .  ୨୪ ଅପ୍ରେଲ,  ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଏବଂ ଝୁଙ୍କ ପବନ ସମ୍ଭାବନା  ଏବଂ ପ୍ରବଳବର୍ଷା.

LEAVE A REPLY

Please enter your comment!
Please enter your name here