ଆଗାମୀ ୪ ଦିନ ଯାଏଁ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ, ୧୮ ଯାଏଁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ

0
489

By Our Correspondent

BHUBANESWAR:   ଆଗାମୀ ୪ ଦିନ ଯାଏଁ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ , ପରବର୍ତୀ ସମୟରେ ଦିନ ତାପମାତ୍ରା ସାମାନ୍ୟ ତଳକୁ ଖସିବା ସମ୍ଭାବନା |ଆଗାମୀ ୩ ଦିନ ଉପକୂଳ ଏବଂ ୫ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା

ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ, ପରବର୍ତୀ ସମୟରେ କମିବ ତାତି  .ପ୍ରଭାବରେ ୧୮ ଯାଏଁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ , ୧୮ ଯାଏଁ କିଛି-କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୫ ରୁ ୭ ଡ଼ିଗ୍ରୀ  ଅଧିକ  ରେକର୍ଡ ହେବ ସମ୍ଭାବନା.ଦିନ ୧୧ ଟା ୩୦ ସୁଦ୍ଧା ଭୁବନେଶ୍ୱର ୪୧.୬ ଡ଼ିଗ୍ରୀ ତାପମାତ୍ରା, ୩୮% ଆଦ୍ରତା  ରେକର୍ଡ.

ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ଝାରସୁଗୁଡା: ୪୩.୪ ଡ଼ିଗ୍ରୀ, ସମ୍ବଲପୁର:୪୨.୪ ଡ଼ିଗ୍ରୀ, ଭୁବନେଶ୍ୱର: ୪୧.୬ ଡ଼ିଗ୍ରୀ, ହୀରାକୁଦ: ୪୧.୬ ଡ଼ିଗ୍ରୀ, କେନ୍ଦୁଝର: ୩୯ ଡ଼ିଗ୍ରୀ, ଚାନ୍ଦବାଲି: ୩୮.୪ ଡ଼ିଗ୍ରୀ, ଗୋପାଳପୁର: ୩୭.୫ ଡ଼ିଗ୍ରୀ, ବାଲେଶ୍ୱର: ୩୬.୨ ଡ଼ିଗ୍ରୀ, ପୁରୀ: ୩୬ ଡ଼ିଗ୍ରୀ, ପାରାଦୀପ: ୩୩.୬ ଡ଼ିଗ୍ରୀ.

ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ଆଦ୍ରତା

ପାରାଦୀପ: ୮୦%, ପୁରୀ: ୭୪%, ବାଲେଶ୍ୱର: ୬୯%, ଗୋପାଳପୁର: ୫୬%, ଚାନ୍ଦବାଲି: ୫୫%, ଭୁବନେଶ୍ୱର: ୩୮% , କେନ୍ଦୁଝର: ୩୬%, ହୀରାକୁଦ: ୩୨%, ସମ୍ବଲପୁର: ୩୧%, ଝାରସୁଗୁଡା: ୨୧%.

LEAVE A REPLY

Please enter your comment!
Please enter your name here