ଅସହ୍ୟ ଗୁଳୁଗୁଳି, ଆଜି ଦିନ ୮.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ ୩୨.୮ ଡ଼ିଗ୍ରୀ ତାପମାତ୍ରା ଏବଂ ୭୯% ଆଦ୍ରତା ରେକର୍ଡ

0
272

By Our Correspondent
BHUBANESWAR: ଅସହ୍ୟ ଗୁଳୁଗୁଳି, ଆଜି ସକାଳ ୮.୩୦ ସୁଦ୍ଧା ରେକର୍ଡ ଆଦ୍ରତା.ଆଜି ଦିନ ୮.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ ୩୨.୮ ଡ଼ିଗ୍ରୀ ତାପମାତ୍ରା ଏବଂ ୭୯% ଆଦ୍ରତା ରେକର୍ଡ.

ପୁରୀ: ୮୭%, ଗୋପାଳପୁର: ୮୪%, ଚାନ୍ଦବାଲି: ୮୩%, କେନ୍ଦୁଝର: ୮୦%, ଭୁବନେଶ୍ୱର: ୭୯%, ପାରାଦ୍ୱୀପ: ୭୯%, ବାଲେଶ୍ୱର: ୭୮%, ହୀରାକୁଦ: ୭୦%, ସମ୍ବଲପୁର: ୬୭%, ଝାରସୁଗୁଡା: ୫୬%.

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ଗ୍ରୀଷ୍ମପ୍ରବାହ ନେଇ ଚେତାବନୀ ଦିଆଯାଇଛି । ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି.

LEAVE A REPLY

Please enter your comment!
Please enter your name here