ଅପ୍ରେଲ ୧ ଓ ସେପ୍ଟେମ୍ବର ୧ ପରିବର୍ତ୍ତେ ଯେକୌଣସି ସମୟରେ ‘କାଳିଆ ସହାୟତା’ ପ୍ରଦାନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମିଳିଛି ଅନୁମୋଦନ

0
115
Chief Minister Naveen Patnaik -file

By Our Correspondent

BHUBANESWAR:  ‘କାଳିଆ’ ଯୋଜନାକୁ ବ୍ୟାପକ କରି ଚାଷୀ ପରିବାରର କଲ୍ଯାଣ ପାଇଁ ରାଜ୍ୟ କ୍ୟାବିନେଟରେ ହୋଇଛି ବଡ଼ ନିଷ୍ପତ୍ତି।

ଭୂମିହୀନ ଚାଷୀଙ୍କୁ ଅତିରିକ୍ତ ₹୨,୦୦୦ ସହାୟତା ପ୍ରଦାନ ସହ କାଳିଆ ଯୋଜନା ପାଇଁ ଆଗାମୀ ୩ବର୍ଷରେ ₹୬,୦୨୯.୭୦ କୋଟି ବ୍ୟୟ କରାଯିବ।

ଏଥିସହିତ ଅପ୍ରେଲ ୧ ଓ ସେପ୍ଟେମ୍ବର ୧ ପରିବର୍ତ୍ତେ ଯେକୌଣସି ସମୟରେ ‘କାଳିଆ ସହାୟତା’ ପ୍ରଦାନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମିଳିଛି ଅନୁମୋଦନ.

LEAVE A REPLY

Please enter your comment!
Please enter your name here