ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ୧୩ଟି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ Rs ୫୪୩.୨୦ କୋଟିରୁ ଊର୍ଦ୍ଧ୍ୱ ଟେଣ୍ଡର ଅନୁମୋଦନ, ନବରଙ୍ଗପୁର ଜିଲ୍ଲାରେ ୧୧ଟି ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ରାଜ୍ୟ କ୍ଯାବିନେଟ ରେ ମଞ୍ଜୁରୀ

0
255

By Our Correspondent

BHUBANESWAR: ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଜଳସେଚନ ସୁବିଧାକୁ ଆହୁରି ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ଯାବିନେଟ ବୈଠକରେ ଗୁରୁତ୍ୱ ଦିଆଯାଇଛି।

ଉଭୟ ଜିଲ୍ଲାରେ ୧୩ଟି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ Rs ୫୪୩.୨୦ କୋଟିରୁ ଊର୍ଦ୍ଧ୍ୱ ଟେଣ୍ଡର ଅନୁମୋଦନ ହୋଇଥିବାବେଳେ ୧୯,୨୪୨ ହେକ୍ଟର ଜମି ହେବ ଜଳସେଚିତ।

ନବରଙ୍ଗପୁରରେ ଜଳସେଚନ ବ୍ୟବସ୍ଥା ହେଉଛି ଆହୁରି ବ୍ୟାପକ। ଜିଲ୍ଲାରେ ୧୧ଟି ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ରାଜ୍ୟ କ୍ଯାବିନେଟ ରେ ମଞ୍ଜୁରୀ ମିଳିଛି। ଏଥିପାଇଁ Rs ୭୬୦ କୋଟିରୁ ଅଧିକ ଖର୍ଚ୍ଚ ହେବାକୁଥିବାବେଳେ ୧୯,୬୦୦ ହେକ୍ଟରରୁ ଊର୍ଦ୍ଧ୍ଵ ଚାଷଜମିକୁ ସେଚ ସୁବିଧା ଯୋଗାଇ ଦିଆଯିବ।

LEAVE A REPLY

Please enter your comment!
Please enter your name here