ଅଗ୍ରସର ହେଉଛି ମୌସୁମୀ, ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି

0
313

By Our Correspondent

BHUBANESWAR:  ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ନିକୋବର ଦ୍ୱୀପ ଅଞ୍ଚଳକୁ ଆଜି ଅଗ୍ରସର ହେଲା ମୌସୁମୀ.

ଆଗାମୀ ୩ -୪  ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ-ଆଣ୍ଡାମାନ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଆହୁରି କିଛି ଅଂଶରେ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି.

LEAVE A REPLY

Please enter your comment!
Please enter your name here