ସୋମବାର, ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଉପଲକ୍ଷେ ତାର ପୂର୍ବ ପ୍ରସ୍ତୁତି ନିମନ୍ତେ ତା୧୪.୭.୨୦୨୪ ରିଖ ରବିବାର,ସନ୍ଧ୍ୟା ଘ.୫.୦୦ ଟିକା ଠାରୁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ

0
546

By Our Correspondent

PURI:      ଆସନ୍ତା ତା୧୫.୭.୨୦୨୪ ସୋମବାର, ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଉପଲକ୍ଷେ ତାର ପୂର୍ବ ପ୍ରସ୍ତୁତି ନିମନ୍ତେ ତା୧୪.୭.୨୦୨୪ ରିଖ ରବିବାର,ସନ୍ଧ୍ୟା ଘ.୫.୦୦ ଟିକା ଠାରୁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ।

ଏଣୁ ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ଆଡ଼ପ ମଣ୍ଡପ  ନବମୀ ଦର୍ଶନ କରି ମହାପ୍ରଭୁଙ୍କ କୃପା ଲାଭ କରିବାକୁ ଅନୁରୋଧ।

 

LEAVE A REPLY

Please enter your comment!
Please enter your name here