ଶ୍ରୀମନ୍ଦିର ଏବଂ ଶ୍ରୀମନ୍ଦିର ଚତୁର୍ପାର୍ଶ୍ଵର ଉନ୍ନୟନ ମୂଳକ ପ୍ରକଳ୍ପ କୁ ନେଇ ଶ୍ରୀ ଶ୍ରୀ ଗଜପତିମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାକକ୍ଷ ଠାରେ ଅନୁଷ୍ଠିତ ବୈଠକ

0
412

By Our Correspondent

PURI/BHUBANESWAR: ଶ୍ରୀମନ୍ଦିର ଏବଂ ଶ୍ରୀମନ୍ଦିର ଚତୁର୍ପାର୍ଶ୍ଵର  ଉନ୍ନୟନ ମୂଳକ ପ୍ରକଳ୍ପ କୁ ନେଇ ତା୧୩.୩.୨୦୨୫ ରିଖ ପୂର୍ବାହ୍ନ ଘ.୧୦.୦୦ ଟିକା ସମୟରେ ଶ୍ରୀ ଶ୍ରୀ ଗଜପତିମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାକକ୍ଷ ଠାରେ  ଅନୁଷ୍ଠିତ ବୈଠକ ପରେ ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ପ୍ରଶାସକ ଡ଼.ଅରବିନ୍ଦ ପାଢ଼ୀ

 

LEAVE A REPLY

Please enter your comment!
Please enter your name here