ଶ୍ରୀବିଗ୍ରହମାନଙ୍କ ‘ସେନାପଟା’ ଲାଗି ନୀତି: ଆଜିର ସର୍ବସାଧାରଣ ଦର୍ଶନ ବନ୍ଦ ସମୟ ପୂର୍ବାହ୍ନ ଘ.୧୧.୦୦ ଟିକା ପରିବର୍ତ୍ତେ ଅପରାହ୍ନ ଘ. ୨.୩୦ ଟିକା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି

0
524

By Our Correspondent

PURI/BHUBANESWAR:    ଶ୍ରୀବିଗ୍ରହମାନଙ୍କ ‘ସେନାପଟା’ ଲାଗି ନୀତି ଅନୁଷ୍ଠିତ ପାଇଁ ସର୍ବସାଧାରଣ ଦର୍ଶନ କୁ ତା୨୧.୬.୨୦୨୪ ରିଖ ପୂର୍ବାହ୍ନ ଘ.୧୧.୦୦  ଟିକା ପର୍ଯ୍ୟନ୍ତ ବନ୍ଦ ରଖାଯିବାକୁ ସୂଚନା ପ୍ରଦାନ କରାଯାଇ ଥିଲା।

ଶ୍ରୀବିଗ୍ରହ ମାନଙ୍କ ସେନାପଟା ଲାଗି ନୀତି ଅନୂପାଳନରେ  ଧାର୍ଯ୍ୟ ସମୟ ଠାରୁ ଆହୁରି  ଅଧିକ ସମୟ  ଆପାତତଃ ୩ ଘଣ୍ଟାରୁ ସାଢେ଼ ୩ ଘଣ୍ଟା ସମୟ  ଲାଗିବବୋଲି ପ୍ରାପ୍ତ ସୂଚନା ଅନୁଯାୟୀ

ଆଜିର ସର୍ବସାଧାରଣ ଦର୍ଶନ ବନ୍ଦ ସମୟ ପୂର୍ବାହ୍ନ ଘ.୧୧.୦୦ ଟିକା ପରିବର୍ତ୍ତେ  ଅପରାହ୍ନ ଘ. ୨.୩୦ ଟିକା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

 

LEAVE A REPLY

Please enter your comment!
Please enter your name here