By Biswanath Dash
BHUBANESWAR: ଡିସିପି, ଭୁବନେଶ୍ବରଙ୍କ ନିର୍ଦ୍ଦେଶ କ୍ରମେ ଗତ କିଛି ଦିନ ପୂର୍ବରୁ ଭୁବନେଶ୍ଵର ସହରାଞ୍ଚଳ ପୁଲିସ ତରଫରୁ “ସେଫ ସିଟି ଡ୍ରାଇଭ” ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନ କ୍ରମରେ ପାର୍ବଣକୁ ଲକ୍ଷ କରି ସହରାଞ୍ଚଳ ପୁଲିସ ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ପେଟ୍ରୋଲିଂକୁ ବ୍ୟବସ୍ଥାକୁ କଡାକଡି କରାଯାଇଅଛି ।
ଏହି କ୍ରମରେ ସମ୍ପୃକ୍ତ ଥାନାର ଅଫିସର, ଏବଂ ସେମାନଙ୍କ ସହିତ ଗୋଟିଏ ସେକ୍ସନ ଫୋର୍ସ, ସମ୍ପୃକ୍ତ ଥାନାର ବିଭିନ୍ନ ଅଞ୍ଚଳରେ ସର୍ବସଧାରଣ ସ୍ଥାନରେ ମଦ୍ୟପାନ, ବିଭିନ୍ନ ଖଟି/ ଆଡା ଏବଂ ଯାନବାହାନ ଚେକିଙ୍ଗ ସହିତ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟ କଳାପ ବିରୋଧରେ ଧରପଗଡ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯିବା ସହିତ ଆବଶ୍ୟକ ସ୍ଥଳେ ଜୋରିମନା ମଧ୍ୟ ଆଦାୟ କରାଯାଉଅଛି ।
ଭୁବନେଶ୍ଵର ସହରାଞ୍ଚଳ ପୁଲିସ ତରଫରୁ ଏହିଭଳି ଧରପଗଡ ଅଭିଯାନ ଆଗକୁ ମଧ୍ୟ ନିୟମିତ ଭାବେ ଜାରିରହିବ .।









![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)


















