By Our Correspondent
BARGARH: ଆଜି ଫାଇଟର୍ସ ଗୃପ ଦ୍ବାରା ଆୟୋଜିତ ତଥା ଆର୍ଟ ଅଫ୍ ଲିଭିଙ୍ଗ୍ ଦ୍ବାରା ପ୍ରେରଣା ଦାୟୀ ” ବିକଳ୍ପ ଜୀବନ ର ପରିକଳ୍ପନା” କାର୍ଯ୍ୟଶାଳାର ପ୍ରଥମ ଦିନ ରେ ବରଗଡ ଜିଲ୍ଲା ର ବିଭିନ୍ନ ଅଞ୍ଚଳରୁ ଆସିଥିବା କେନସର ସରଭାଇବର୍ସ ମାନଙ୍କୁ ବହୁ ଉତ୍ସାହିତ କରିଛି।
ଏହି କାର୍ଯ୍ୟଶାଳାକୁ ଫାଇଟର୍ସ ଗୃପ ର ବରିଷ୍ଠ ସଦସ୍ୟା ଶ୍ରୀମତୀ ଜୟଶ୍ରୀ ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ନିର୍ଦ୍ଦେଶ କ୍ରମେ ଆରମ୍ଭ କରାଯାଇଥିଲା।
ଏହି କାର୍ଯ୍ୟଶାଳାର ପରବର୍ତ୍ତୀ ଦିବସ ମାନଙ୍କରେ କେନସର ସରଭାଇବର୍ସ ଙ୍କୁ ମାନସିକ ସ୍ତରରେ ଅଧିକ ସୁଦୃଢ଼ କରିବା ପାଇଁ ବିଭିନ୍ନ ପ୍ରେରଣା ଦାୟୀ କାର୍ଯ୍ୟକ୍ରମ ଯୋଜନା ପ୍ରସ୍ତୁତ କରାଯାଇଛି ଯାହାକି ନିଶ୍ଚିତ ବିକଳ୍ପ ଜୀବନ ପ୍ରଦାନ କରିପାରିବ। ଏହା ଆସନ୍ତା ୩୦ ନଭେମ୍ବର ପର୍ଯ୍ୟନ୍ତ ଚାଲିବ.









![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)
















