By Our Correspondent
BHUBANESWAR: ପ୍ରଥମାଷ୍ଟମୀ ଅବସରରେ ପ୍ରିୟଦର୍ଶିନୀ ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ଭଜନ ‘ନିଆଳୀ ମାଧବ ପୀଠରୁ ଆସିଛି ଭାର’ ମୁକ୍ତିଲାଭ କରିଛି । ଏହାର ଗୀତ ରଚନା କରିଛନ୍ତି ଯୁବ ଗୀତିକାର ଅଜୟ କୁମାର ସେଠୀ । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମୀଧର ରାଉତରାୟ ।
ଏହାର ପ୍ରଯୋଜକ ହେଉଛନ୍ତି ରମାକାନ୍ତ ନାୟକ । କଟକସ୍ଥିତ ମଣିବାବା ଷ୍ଟୁଡିଓରେ ଏହା ରେକର୍ଡିଂ ହୋଇଛି । 16 ତାରିଖ ପ୍ରଥମାଷ୍ଟମୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁଢୁଆଁର ଅବ୍ୟବହିତ ପୂର୍ବରୁ ପ୍ରସ୍ତୁତ ହୋଇଛି ଏହି ଭାବଭକ୍ତିପୂର୍ଣ୍ଣ ଭିଡିଓ ।









![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)

















