OdishaPuri ଜନୈକ ବୃଦ୍ଧା ମହିଳା ଭକ୍ତ ଜୟ ବିଜୟ ଦ୍ଵାର ଠାରୁ ବେହେରଣ ଦ୍ଵାର ପର୍ଯ୍ୟନ୍ତ ମଳତ୍ୟାଗ କରି କରି ଚାଳି ଯିବା ଦୃଷ୍ଟିକୁ ଆସିବା କାରଣରୁ ବଡ ମହାସ୍ନାନ ଲାଗିଛି By Anurjay - July 23, 2024 0 629 Facebook Twitter Pinterest WhatsApp By Our Correspondent PURI: ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଘ.୨.୫୫ ଶେଷ ପରେ ଭିତର କାଠ ଦର୍ଶନ ଆରମ୍ଭ ହେବାରେ ଜନୈକ ବୃଦ୍ଧା ମହିଳା ଭକ୍ତ ଜୟ ବିଜୟ ଦ୍ଵାର ଠାରୁ ବେହେରଣ ଦ୍ଵାର ପର୍ଯ୍ୟନ୍ତ ମଳତ୍ୟାଗ କରି କରି ଚାଳି ଯିବା ଦୃଷ୍ଟିକୁ ଆସିବା କାରଣରୁ ବଡ ମହାସ୍ନାନ ଲାଗିଛି।