ଅଗଷ୍ଟ ୯ ପବିତ୍ର ରକ୍ଷାବନ୍ଧନ ଅବସରରେ ୧ କୋଟି ୨ ଲକ୍ଷ ୪୦ ହଜାର ସୁଭଦ୍ରା ଭଉଣୀ ମାନ୍ୟବର ମୁଖ୍ୟମନ୍ତ୍ରୀ  ଙ୍କଠାରୁ ଉପହାର ପାଇବେ

0
358

By Our Correspondent

BHUBANESWAR:  ଅଗଷ୍ଟ ୯ ପବିତ୍ର ରକ୍ଷାବନ୍ଧନ ଅବସରରେ ୧ କୋଟି ୨ ଲକ୍ଷ ୪୦ ହଜାର ସୁଭଦ୍ରା ଭଉଣୀ ମାନ୍ୟବର ମୁଖ୍ୟମନ୍ତ୍ରୀ  ଙ୍କଠାରୁ ଉପହାର ପାଇବେ।

କୋରାପୁଟ ଜିଲ୍ଲାର ଜୟପୁରରୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ କରାଯିବ। କୋରାପୁଟର କୋଟିଆ ଗସ୍ତ କରି ସମୀକ୍ଷା କରିବା ସହ କୋଟିଆର ଓଡ଼ିଆମାନେ ସୁଭଦ୍ରା କିସ୍ତି ମିଳିବା ସୁନିଶ୍ଚିତ କରାଯିବ।

ଯେଉଁମାନେ କିଛି ପ୍ରତିବନ୍ଧକ ପାଇଁ ଏହି ଯୋଜନାରେ ସାମିଲ ହୋଇପାରିନାହାନ୍ତି ଆମେ ପର୍ଯ୍ୟାୟକ୍ରମେ ସେମାନଙ୍କ ପାଇଁ ବ୍ୟବସ୍ଥା କରିବୁ।

LEAVE A REPLY

Please enter your comment!
Please enter your name here