Vandalism at Kiruthika Prabhakaran run ‘Out House’ at Chandrasekharpur area, 4 accused forwarded to Court

0
626

By Our Correspondent

BHUBANESWAR: CS Pur PS Case No-266, dtd-01.06.2023, U/S- 341/342/323/307/427/379/34 IPC turned to u/s- 341/342/323/307/427/379/294/506/120-B IPC. PO: At Plot.No- 18.03/2028/2283, near Tanish Jewelry, PS- CS Pur, BBSR UPD.

Gist of the FIR:

ଗତ କାଲି ତା ୦୧.୦୬.୨୦୨୩ ରିଖରେ ଅଭିଯୋଗକାରୀ ଗୋବିନ୍ଦ ଚନ୍ଦ୍ର ଲେଙ୍କା ଏବଂ ବାସୁଦେବ ଦାସଙ୍କ ଅଭିଯୋଗକ୍ରମେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଘଟଣାରେ ଥିବା ପ୍ଲଟ ଟି ଗୋଟିଏ ବିବାଦୀୟ ପ୍ଲଟ ଯେଉଁଥିରେ ଡକ୍ଟର ତୁଷାର ମିଶ୍ର ଏବଂ ଶ୍ରୀମତୀ କିରୁଥିକା ପ୍ରଭାକରନ୍ ଉକ୍ତ ପ୍ଲଟ ଟିକୁ ନିଜ ନିଜର ଦାବି କରିବା ସହ ଏନେଇ ମାମଲା ନଂ ୧୫୩/୨୦୨୨ u/s- 144(1) CrPC ରୁଜୁ ହୋଇଥିଲା । ଏହା ପରେ ଉଭୟ ପକ୍ଷ ଥାନାରେ ହାଜର ହୋଇଥିଲେ ଏବଂ ମକଦ୍ଦମା ଜମି ବଣ୍ଟନ ପାଇଁ ଅନୁରୋଧ କରିଥିଲେ ଏବଂ ସେମାନଙ୍କ ବିଭାଜନ ପାଇଁ ଦକ୍ଷ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ।

ଶ୍ରୀମତୀ କିରୁଥିକା ପ୍ରଭାକରନ୍ ଉକ୍ତ ପ୍ଲଟ୍ ଉପରେ ଗୋଟିଏ ଆଉଟ୍ ହାଉସ୍ ନିର୍ମାଣ କରିଥିଲେ ଏବଂ ପ୍ଲଟ୍ ଭିତରେ ୪ଟି ସୋଲାର୍ ପ୍ୟାନେଲ୍ ବ୍ୟବହାର କରି ୪ଟି ସିସିଟିଭି କ୍ୟାମେରା ମଧ୍ୟ ଲଗାଇଥିଲେ । ଉଭୟ ପକ୍ଷଙ୍କ ବନ୍ଧୁତ୍ଵପୂର୍ଣ ସମାଧାନ ପରେ ଗତ ୦୧.୦୬.୨୦୨୩ ରାତିରେ ନିମ୍ନୋକ୍ତ ଅଭିଯୁକ୍ତମାନେ ଏବଂ ତାଙ୍କର କିଛି ସହଯୋଗୀ ଅପରାଧିକ ଷଡଯନ୍ତ୍ର କରି ଗୋଟିଏ ଏସିଇ କ୍ରେନ ସହିତ ଉକ୍ତ ପ୍ଲଟ ଟିକୁ ଆସିଥିଲେ ଏବଂ ସୁରକ୍ଷା ଦାଇତ୍ୱରେ ଥିବା ଗୋବିନ୍ଦ ଏବଂ ବାସୁଦେବଙ୍କୁ ମରଣାସ୍ତ୍ର ଦେଖାଇ ଆକ୍ରମଣ କରିବା ସହ ଉଭୟଙ୍କର ମୋବାଇଲ ଫୋନ ଛଡାଇ ନେଇଥିଲେ ।

ଅଭିଯୁକ୍ତମାନେ କ୍ରେନ ଦ୍ଵାରା ସୀମା ପ୍ରାଚୀର ଭାଙ୍ଗିବା ସହିତ ଘର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଯଥା ସୋଲାର ପ୍ୟାନେଲ, ସିସିଟିଭି କ୍ୟାମେରା ଇତ୍ୟାଦିକୁ ନଷ୍ଟ କରିଦେଇଥିଲେ । ଅଭଯୁକ୍ତମାନେ ଘଟଣାସ୍ଥଳ ଛାଡିବା ପୂର୍ବରୁ ଅଭିଯୋଗକାରୀଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ । ଚନ୍ଦ୍ରଶେଖରପୁର ଥାନା ପୁଲିସ ମାମଲାର ତଦନ୍ତ କରି ଆଜି ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଥାନା କୁ ଆଣିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତମାନେ ସେମାନଙ୍କର ଅପରାଧ ସ୍ଵୀକାର କରିଥିଲେ।ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଚେଷ୍ଠା ଜାରି ରହିଛି ।

Name & Address of Accused person:

Sidhant Das alias Chiku (30).S/o- Jagannath Das of Vill-Jirabadi, PS-Jagannathprasad, Dist- Ganjam, At/Pr- Sailashree Vihar, PS- CS Pur, BBSR Dist- Khordha,

Babu Nayak (25).S/o- Janmanjay Nayak of Randeisahi, PS- Bhanjanagar, Dist-Ganjam, At/Pr- Dumduma Phase-IV, PS- Khandagiri, Dist- Khordha,

Anshu Moharia (28) S/o- Ram Narayan Moriya of Vill- Nanupur, PS- Tabapur, Dist- Ajamgad, State- Uttarpradesh, At/Pr- Near Jagannath Temple. Infocity, PS- Infocity, Bhubaneswar, Dist- Khordha and

Manoj Yadav (30),S/o-Rama Abadh Yadav of Vill- Newadha, PS-Nijamabad, Dist- Ajamgad, State- Uttarpradesh At/Pr- Near Jagannath Temple, Infocity, PS- Infocity Bhubaneswar, Dist- Khordha.

LEAVE A REPLY

Please enter your comment!
Please enter your name here