Nayapalli PS Case No.-379, accused forwarded to Court

0
382

By Our Correspondent

BHUBANESWAR:   Nayapalli PS Case No.-379, dtd.31.08.2023, U/S-379 IPC.PO:        In the Shop of Complt. At N6/41, IRC Village, PS- Nayapalli, BBSR UPD.

Gist of the Case:

ନୟାପଲ୍ଲି ଥାନା ପୁଲିସ ଅଭିଯୋଗକାରୀ ପ୍ରଭାତ କୁମାର ସାହୁଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କାଲି ଦିନ ୧୦.୪୫ ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ସୁଯୋଗ ଦେଖି ଅଭିଯୋଗକାରୀଙ୍କର ନୟାପଲ୍ଲିରେ ଥିବା ଦୋକାନରୁ ଗୋଟିଏ କଟର ମେଶିନ ଚୋରୀ କରି ନେଇଯାଇଥିଲେ ।

ଅଭିଯୋଗକାରୀ ଏନେଇ ନୟାପଲ୍ଲି ଥାନା ରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ବିଶେଷ ସୂତ୍ରରୁ ଖବର ପାଇଁ ଜୟଦେବ ବିହାର ଶରଣପଲ୍ଲିରୁ ଗୋଟିଏ ଚୋରୀ କଟର ମେଶିନ ସହିତ କାବୁ କରି ଥାନାକୁ ଆଣିଥିଲେ। ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିବା ସହ ନିଜ ହେପାଜତରେ ରଖିଥିବା କଟର ମେଶିନ ଟିକୁ ନୟାପଲ୍ଲି ସ୍ଥିତ ଅଭିଯୋଗକାରୀଙ୍କ ଦୋକାନରୁ ଚୋରୀ କରିଥିବା ଦର୍ଶାଇଥିଲେ।     ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

1.         Manoj Nayak (45), S/o- Majun Nayak of Tentulisahi, PS- G Udayagiri, Dist- Kandhamal, At/pr- Sahid Laxman Nayak Behera Basti, PS- Nayapalli, Bhubaneswar UPD.

LEAVE A REPLY

Please enter your comment!
Please enter your name here