Maitrivihar PS case No.298, accused arrested

0
418
Chittaranjan Barik (32), S/O- Late Biswanath Barik of Saradhapur, PS- Khandapada, Dist- Nayagarh, At/Pr- Nirakar Nagar, Salia Sahi, PS- Maitrivihar, Bhubaneswar UPD

By Biswanath Dash

BHUBANESWAR: Maitrivihar PS case No.298, dtd.16.09.2023, U/s–354/354-A IPC r.w Sec 08 POCSO Act. PO:PS- Maitrivihar, Bhubaneswar UPD.

Gist of the Case:

ମୈତ୍ରୀବିହାର ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣକ ମୈତ୍ରୀବିହାର ଥାନା ଅଞ୍ଚଳରେ ରହୁଥିବା ବେଳେ ତାଙ୍କର ଏକ ନାବାଳିକା କନ୍ୟା ବିଦ୍ୟାଳୟରେ ଅଧ୍ୟୟନ କରନ୍ତି । ଗତକାଲି ସକାଳେ ଘରେ କେହି ନଥିବା ସୁଯୋଗରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ତାଙ୍କ ଘରେ ପଶି ତାଙ୍କ ନାବାଳିକା କନ୍ୟାଙ୍କୁ ଅସଦାଚରଣ କରିଥିଲେ । ପୀଡ଼ିତାଙ୍କ ପାଟି ଶୁଣି ନିକଟରେ ଥିବା ପଡୋଶୀ ଚାଲିଆସିବାରୁ ଅଭିଯୁକ୍ତ ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣାର ଅଭିଯୋଗ ପରେ ମୈତ୍ରୀବିହାର ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । 

Name and Address of Accused Person:

1.         Chittaranjan Barik (32), S/O- Late Biswanath Barik of Saradhapur, PS- Khandapada, Dist- Nayagarh, At/Pr- Nirakar Nagar, Salia Sahi, PS- Maitrivihar, Bhubaneswar UPD.

LEAVE A REPLY

Please enter your comment!
Please enter your name here