Laxmisagar P.S Case No-54, accused arrested

0
228
Debendra Kumar Soni (44), S/O- Late Prabhakar Soni of At- House No.353, Sharda Para, Camp No.2, PS- Villa Power House, Dist- Durg, State- Chhatishgarh, At/Pr- Plot No-718/2753, 719/2752, Canal Road, Santoshi Vihar, Meher palli, PS- Laxmisagar, Bhubaneswar UPD

By Our Correspondent

BHUBANESWAR:  Laxmisagar P.S Case No-54, dtd.04.02.2024, U/s-279 IPC/184/185 M.V Act. PO: Near Machha Market, Cuttack Road, PS- Laxmisagar, Bhubaneswar UPD.

Gist of the FIR:

ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୋଗକାରୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଲକ୍ଷ୍ମୀସାଗର ଥାନାର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଅଭିଯୋଗକାରୀଙ୍କ ନେତୃତ୍ବରେ କଟକ ରୋଡ଼ରେ ଥିବା ମାଛ ମାର୍କେଟ ନିକଟରେ ଯାନବାହାନ ଚେକିଂ କରୁଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ କଳ୍ପନା କଟ ଅଞ୍ଚଳରୁ ଲକ୍ଷ୍ମୀସାଗର ଛକ ଅଭିମୁଖେ ଏକ ସ୍କୁଟିକୁ ଖୁବ ଦ୍ରୁତ ଗତିରେ ତଥା ବପଦଜନକ ଭାବେ ଚାଳନା କରି ଆସୁଥିବାର ଦେଖି ତାଙ୍କୁ ଅଟକାଇବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତଙ୍କୁ ଯାଞ୍ଚ କରିବା ସମୟରେ, ସେ ନିଶଶାକ୍ତ ଅବସ୍ଥାରେ ଥିବା ପୁଲିସ ଜାଣିବାକୁ ପାଇଥିଲେ ।

ଏହି ଘଟଣାକୁ କେନ୍ଦ୍ର କରି ପୁଲିସ ମୋଟରଯାନ ଆଇନ ଅନୁଯାଇ ଏକ ମାମଲା ରୁଜୁକରି ତାଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ସମ୍ପୃକ୍ତ ସ୍କୁଟିକୁ ଜବତ କରିଥିଲେ ।  ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ ।  ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of accused persons:

1.         Debendra Kumar Soni (44), S/O- Late Prabhakar Soni of At- House No.353, Sharda Para, Camp No.2, PS- Villa Power House, Dist- Durg, State- Chhatishgarh, At/Pr- Plot No-718/2753, 719/2752, Canal Road, Santoshi Vihar, Meher palli, PS- Laxmisagar, Bhubaneswar UPD.

Seizure Articles:One Scooty.

LEAVE A REPLY

Please enter your comment!
Please enter your name here