Khrvelnagar PS Case No-88, one accused arrested

0
324

By Our Correspondent

BHUBANESWAR:   Khrvelnagar PS Case No-88, Dt.27.02.2023, U/S-457/380/34 IPC.PO:Sri Satya Sai trust office, Inside Sai Janani Campus, PS- Kharvelnagar, BBSR UPD.

Gist of the FIR: ଖାରବେଳନଗର ଥାନା ପୁଲିସ ଅଭିଯୋଗକାରୀ ସୁଶାନ୍ତ କୁମାର ପଟ୍ଟନାୟକଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ, ଖାରବେଳନଗର ଥାନା ଅନ୍ତର୍ଗତ ସାଇ ଜନନୀ ପରିସର ମଧ୍ୟରେ ଥିବା ଶ୍ରୀ ସତ୍ୟସାଇ ଟ୍ରଷ୍ଟର ସମ୍ପାଦକ ଅଟନ୍ତି । ଘଟଣା ଦିନ ରାତିରେ ଅଭିଯୋଗକାରୀ ଉକ୍ତ ଟ୍ରଷ୍ଟର କାର୍ଯ୍ୟଳୟ ବନ୍ଦ କରି ସାରିବା ପରେ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କର ଦୁଇ ସହଯୋଗୀ ମିଶି ମୁଖ୍ୟ ଦ୍ଵାରର ତାଲା ଭଙ୍ଗି ଭିତରେ ଥିବା ଇନଭର୍ଟର ବ୍ଯାଟେରୀ ଦୁଇଟିକୁ ଚୋରୀ କରି ନେଇଯାଇଥିଲେ। ଘଟଣାର ଅଭିଯୋଗ ପରେ ଖାରବେଳନଗର ଥାନା ପୁଲିସ ତଦନ୍ତ କରୁଥିବା ସମୟରେ, ଗତ ତା ୦୪.୦୩.୨୦୨୩ ରିଖରେ ଅଭିଯୁକ୍ତ ଶେଖ ଅବୁ ବକ୍କରକୁ ଗିରଫ କରିବା ସହ ତାଙ୍କ ନିକଟରୁ ଦୁଇଟି ଇନଭର୍ଟର ବ୍ଯାଟେରୀ ଏବଂ ଏକ ଟ୍ରଲି ଜବତ କରିଥିଲେ ।

ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ବେଳେ ଆଜି ବିଶେଷ ସୂତ୍ରରୁ ଖବର ପାଇ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ତାଙ୍କର ଦୁଇ ସହଯୋଗୀଙ୍କ ସହିତ ମିଶି ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଦର୍ଶାଇଥିଲେ । ତଦନ୍ତରୁ ଏହାମଧ୍ୟ ଜଣାପଡିଛି ଯେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଖାରବେଳନଗର ଥାନା ଅଞ୍ଚଳରେ ଘଟିଥିବା ଅନ୍ଯ ୪ଟି ମାମଲାରେ ମଧ୍ୟ ଜଡ଼ିତ ଅଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused persons:

1.         Sk. Kaushar Ali (37), S/o- Sk. Ashibull Rehman of Kabi PS- Main, Dist- Madinpur, W.B, At/pr- Malisahi, Near Maszid Colony, PS- Kharvelnagar, Bhubaneswar UPD.

LEAVE A REPLY

Please enter your comment!
Please enter your name here