Kharavelnagar P.S Case No- 588, two accused arrested

0
329
Rahul Nayak (22), S/o- Lt. Laxman Nayak of At- Harijan Basti, Unit-3, PS- Khravelnagar, Dist- Khurda, Bhubaneswar UPD and Narayan Pranigrahi (23), S/o- Bhikari Panigrahi of at- NAC Colony, Unit-3, PS- Khravelnagar, Dist- Khurda, Bhubaneswar UPD,

By Biswanath Dash

BHUBANESWAR:   Kharavelnagar P.S Case No- 588, Dtd.02.12.2023, U/S-392/34 IPC.PO:At Malisahi road, Unit-3, PS- Kharavelnagar, Bhubaneswar UPD.

Gist of the Case:

ଖାରବେଳନଗର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ସୁନିଲ କୁମାର ପ୍ରଧାନଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ତା ୦୧.୧୨.୨୦୨୩ ରିଖ ରାତି ପ୍ରାୟ ୯.୩୦ ରେ ଅଭିଯୋଗକାରୀ ତାଙ୍କ ମୋଟରସାଇକେଲରେ ୟୁନିଟ୍-୩, ମାଳିସାହି ରାସ୍ତା ଦେଇ ଯାଉଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ରାସ୍ତାରେ ତାଙ୍କୁ ଅବରୋଧ କରିଥିଲେ ଏବଂ ବଳପୂର୍ବକ ତାଙ୍କର ବେକରୁ ରୂପା ର ଚେନ ଓ ୮୫୦/- ଟଙ୍କା ଲୁଟ କରି ଘଟଣା ସ୍ଥଳରୁ ଚାଲି ଯାଇଥିଲେ ।

 ଅଭିଯୋଗକାରୀ ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରିବା ସହ ଆଜି ବିଶେଷ ସୂତ୍ରରୁ ଖବର ପାଇ ନିମ୍ନୋକ୍ତ ଅଭିଯୁକ୍ତ ଦ୍ୱୟଙ୍କୁ ଲୁଟ ସାମଗ୍ରୀ ବିକ୍ରୟ ପାଇଁ ଗ୍ରାହକ ଖୋଜୁଥିବା ସମୟରେ ବିସ୍କୁଟ୍ ଫ୍ଯାକ୍ଟରି ନିକଟରୁ କାବୁ କରିବାରେ ସକ୍ଷମ ହୋଇଥିଲେ । ତଲାସି ବେଳେ ସେମାନଙ୍କ ହେପାଜତରୁ ଲୁଟ ଚେନ ଓ ୧୫୦/- ଟଙ୍କା ଜବତ କରାଯାଇଥିଲା ।

ପଚରା ଉଚରା ବେଳେ ଅଭିଯୁକ୍ତ ଦୁହେଁ ଲୁଟ କରିଥିବା ନେଇ ସେମାନଙ୍କର ଅପରାଧ ସ୍ଵୀକାର କରିବା ସହ ଲୁଟ ଟଙ୍କା ରୁ ୭୦୦/- ଟଙ୍କା ବ୍ୟୟ କରିଥିବା ଦର୍ଶାଇଥିଲେ । ଅଭିଯୁକ୍ତ ମାନଙ୍କର ପୂର୍ବ ଅପରାଧିକ ସମ୍ପୃକ୍ତି ଯାଞ୍ଚ ବେଳେ ସେମାନେ ପୂର୍ବରୁ ଖାରବେଳନଗର ଥାନାରେ ୩ ଟି ଅପରାଧିକ ମାମଲାରେ କୋର୍ଟ ଚାଲାଣ ହୋଇଥିଲେ ।   ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

1.Rahul Nayak (22), S/o- Lt. Laxman Nayak of At- Harijan Basti, Unit-3, PS- Khravelnagar, Dist- Khurda, Bhubaneswar UPD and Narayan Pranigrahi (23), S/o- Bhikari Panigrahi of at- NAC Colony, Unit-3, PS- Khravelnagar, Dist- Khurda, Bhubaneswar UPD.

Seizure:One silver chain and Cash of Rs. 150/-

LEAVE A REPLY

Please enter your comment!
Please enter your name here