Khandagiri PS Case No-218, Bike theft gang members arrested, 5 stolen Bikes sized

0
459
Dasarathi Dalei alias Dasia (26), S/O- Charan Dalei of Suka Vihar, Dumuduma, PS- Khandagiri, Bhubaneswar UPD, Bijay Panda (21), S/O- Ranjan Panda of Vill- Salajharia, PS- Fategarh, Nayagarh.

By Biswanath Dash

BHUBANESWAR R: Khandagiri PS Case No.218, dtd.19.05.2023, U/s- 379/34 IPC.PO: Newly Constructed House, Gandamunda, PS- Khandagiri, BBSR UPD.

Gist of the FIR:

ଗତ ତ.୧୯.୦୫.୨୦୨୩ ରିଖରେ ଅଭିଯୋଗକାରୀ ଶ୍ରୀ କୁଞ୍ଜ ନାୟକଙ୍କ ଅଭିଯୋଗ ଭିତ୍ତିରେ ଖଣ୍ଡଗିରୀ ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ବୃତ୍ତିରେ ଜଣେ ଶ୍ରମିକ ହୋଇଥିବା ବେଳେ ଗଣ୍ଡମୁଣ୍ଡା ଠାରେ ଏକ ନିର୍ମାଣାଧୀନ ଘରେ ରୁହନ୍ତି । ଘଟଣା ଦିନ ରାତିରେ ସେ ଘର ଖୋଲା କରି ଶୋଇପଡିଥିବା ବେଳେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ତାଙ୍କ ଭିଭୋ ମୋବାଇଲ ଫୋନ ଚୋରୀ କରିନେଇଯାଇଥିଲେ । ଘଟଣାର ଅଭିଯୋଗପରେ ଖଣ୍ଡଗିରୀ ଥାନା ପୁଲିସ ତଦନ୍ତ କରୁଥିବା ସମୟରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଏକ ଚୋରା ମୋଟରସାଇକେଲ ମାଧ୍ୟମରେ ଜାଗମରା ଅନ୍ତର୍ଗତ କେସିଏ ଗ୍ରାଉଣ୍ଡ ନିକଟରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲେ ।

ଏହି ସୂଚନା ଆଧାରରେ ପୁଲିସ ଘଟଣା ସ୍ଥଳରେ ଚଢଉ କରି ଉଭୟ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ଛାନଭିନ କରି ଉଭୟଙ୍କ ହେପାଜତରୁ ମୋଟ ୫ଗୋଟି ଚୋରା ମୋଟରସାଇକେଲ ଏବଂ ଏକ ମୋବାଇଲ ଫୋନ ଜବତ କରିଥିଲେ । ପଚରା ଉଚରା ସମୟରେ ଉଭୟ ଅଭିଯୁକ୍ତ, ସହରର ବିଭିନ୍ନ ସ୍ଥାନରୁ ଏହି ମୋଟରସାଇକେଲ ଏବଂ ମୋବାଇଲ ଫୋନ ଚୋରୀ କରିଥିବା କଥା ସ୍ଵୀକାର କରିଥିଲେ ।

 ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ ଦାଶରଥି ଦଳେଇ ଓରଫ ଦାସିଆ ଜଣେ ଅଭ୍ୟାସଗତ ଅପରାଧୀ ଅଟନ୍ତି । ପୂର୍ବରୁ ତାଙ୍କ ନାମରେ ଖଣ୍ଡଗିରୀ ଥାନାରେ ୧୪ଗୋଟି ଅପରାଧିକ ମାମଲା ରହିଥିବା ବେଳେ ନୟାପଲ୍ଲୀ ଥାନାରେ ଗୋଟିଏ ମାମଲା ରହିଛି । ଅଭିଯୁକ୍ତ ଜଣକ କ୍ରମାଗତ ଭାବେ ବିଭିନ୍ନ ଅପରାଧରେ ଲିପ୍ତ ରହୁଥିବାରୁ ତାଙ୍କ ବିରୋଧରେ CrPC-110 ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଉଅଛି ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused persons:

Dasarathi Dalei alias Dasia (26), S/O- Charan Dalei of Suka Vihar, Dumuduma, PS- Khandagiri, Bhubaneswar UPD, Bijay Panda (21), S/O- Ranjan Panda of Vill- Salajharia, PS- Fategarh, Nayagarh.

Article Seized:5nos of stolen Motorcycles., One Mobile Phone.

LEAVE A REPLY

Please enter your comment!
Please enter your name here