Infocity PS  Case No-372, accused arrested, 1 JCB Machine, 2 Hywa Trucks Seized

0
399
Babul Rout (25), S/O- Rabindra Rout of Vill- Kautara, PS- Itamati, Dist- Nayagarh, At/Pr- Mahima Prabhu Krupa fly bricks, Andharua, PS- Chandaka, Bhubaneswar UPD

By Biswanath Dash

BHUBANESWAR: Infocity PS  Case No-372, dtd.12.11.2023, U/S- 447/427/379/34 IPC.PO: Pathargadia, PS- Infocity, BBSR UPD.

Gist of the Case:

ଅଭିଯୋଗକାରୀ ଶ୍ରୀ କମଳ ବେହେରାଙ୍କ ଅଭିଯୋଗ ଆଧାରରେ ଇନଫୋସିଟି ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ତା.୧୧.୧୧.୨୦୨୩ ରିଖ ଦିନ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ମିଶି ଇନଫୋସିଟି ଥାନା ଅନ୍ତର୍ଗତ ପଥରଗଡିଆ ଠାରେ ଥିବା ଅଭିଯୋଗକାରୀ ଏବଂ ଅନ୍ୟ ପଡୋଶୀ ମାନଙ୍କ ପ୍ଳଟ ନମ୍ବର-୫୯୧୨,୫୯୧୯,୫୯୧୪,୫୯୨୧,୫୯୧୭,୫୯୧୫ ଏବଂ ୫୯୧୬ ର ପାଚେରୀ ଭାଙ୍ଗି ଭିତରେ ପଶିବା ସହିତ ଏକ ଜେସିବି ମେସିନ ଓ ଦୁଇଟି ହାଇୱା ଟ୍ରକ ସହାୟତାରେ ମାଟି ଚୋରିକରି ନେଇଯାଇଥିଲେ ।

ଅଭିଯୋଗକାରୀଙ୍କ ଅଭିଯୋଗକୁ ଭିତ୍ତି କରି ଇନଫୋସିଟି ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁକରିବା ସହିତ ସମ୍ପୃକ୍ତ ଜେସିବି ମେସିନ ଏବଂ ହାଇୱା ଦୁଇଟିକୁ ଜବତ କରିବାରେ ସକ୍ଷମ ହୋଇଥିଲେ ।  ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଦୋଷ ସ୍ଵୀକାର କରିଥିଲେ ।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

1.         Babul Rout (25), S/O- Rabindra Rout of Vill- Kautara, PS- Itamati, Dist- Nayagarh, At/Pr- Mahima Prabhu Krupa fly bricks, Andharua, PS- Chandaka, Bhubaneswar UPD.

Article Sized:

1.         One JCB Machine.

2.         Two Hywa trucks.

LEAVE A REPLY

Please enter your comment!
Please enter your name here