Crime File: Nandankanan Police Station, Case No-200, accused arrested in Minor Kidnap case

0
334

By Biswanath Dash

BHUBANESWAR: Ref: Nandankanan ps case no- 200,dt-14.12.2022,U/S-363/366 IPC.

PO:Raghunathpur, PS- Nandankanan, Bhubaneswar UPD.

Gist of the FIR:

ନନ୍ଦନକାନନ ଥାନା ପୁଲିସ ଉପରୋକ୍ତ ମାମଲାର ତଦନ୍ତ କରିବା ସହିତ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । ସୂଚନାଯୋଗ୍ୟ ଯେ, ଗତ ତା.୧୪.୧୨.୨୦୨୨ ରିଖ ଅପରାହ୍ନରେ ନିମ୍ନୋକ୍ତ ଅଭିଯୁକ୍ତ ଅଭିଯୋଗକାରିଣୀଙ୍କ ଏକ ନାବାଳିକା ଝିଅକୁ ଘରୁ ଅପହରଣ କରି କେଉଁ ଆଡେ ଫେରାର ହୋଇଯାଇଥିବା ନେଇ ସେ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ ।

 ତାଙ୍କ ଅଭିଯୋଗକୁ ଭିତ୍ତି କରି ନନ୍ଦନକାନନ ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରିବା ସହିତ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଥିଲେ । ତଦନ୍ତ ସମୟରେ, ନମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କ ଝିଅକୁ ନେଇ ଖଡଗପୁର ରେଲୱେଷ୍ଟେସନ୍ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ରଖିଥିବା କଥା ନନ୍ଦନକାନନ ଥାନା ପୁଲିସ ଏକ ବିଶ୍ଵସ୍ତ ସୂତ୍ରରୁ ଜଣିବାକୁ ପାଇଥିଲେ । ଏହି ସୂଚନା ଅନୁଯାଇ ନନ୍ଦନକାନନ ଥାନା ପୁଲିସ ଘଟଣା ସ୍ଥଳରେ ଚଢଉ କରି ନିମ୍ନୋକ୍ତ ଅଭିଯୁକ୍ତ ଜଣକୁ କାବୁ କରିବା ସହିତ ସମ୍ପୃକ୍ତ ନାବାଳିକା ଝିଅକୁ ଉଦ୍ଧାର କରିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । ତଦନ୍ତ ପରିଶେଷରେ ନିମ୍ନୋକ୍ତ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Name & Address of Accused person:

1.                Chikun Jna (24), S/O- Late British @Bichtra Jena, Vill- raghunathpur, PS- Nandankanan, Bhubaneswar UPD.

LEAVE A REPLY

Please enter your comment!
Please enter your name here