Crime File- Maitrivihar PS Case No-75, two accused including a woman arrested under NDPS Act

0
358
Pratima Sahoo@ Chhoti (43), W/o- Manoranjan Jena of Kalibira, Po- Bindhanima, PS- Tigiria, Dist- Cuttack, At/pr- Nilamadhaba Basti, BDA Colony & and Guruprasad Nayak(44), S/o- Madhusudan Nayak of Vill- Kalapathara, PS- Baideswar, Banki, At/pr- Saileshree Vihar, BDA colony, Both are PS Maitrivihar, BBSR UPD.

By Biswanath Dash

BHUBANESWAR:   Ref:Maitrivihar PS Case No-75, Dtd. 12.03.2023, U/S- 20(b)(ii)(B) NDPS Act.PO: Near Nabard colony, PS- Maitri Vihar , BBSR UPD.

Gist of the FIR:

ଏକ ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ମୈତ୍ରୀବିହାର ଥାନାର ଏକ ସ୍ପେଶାଲ ଟିମ ଥାନା ଅନ୍ତର୍ଗତ ବିଡିଏ, ନାବାର୍ଡ କଲୋନୀ ନିକଟରେ ଅତର୍କିତ ଚଢଉ କରି ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ କାବୁ କରିଥିଲେ । ଅଭିଯୁକ୍ତ ମାନଙ୍କର ତଲାସି ବେଳେ ସେମାନଙ୍କ ହେପାଜତରୁ ମୋଟ ୧୦କେଜି ୧୦୦ଗ୍ରାମ ଓଜନର ଗଞ୍ଜେଇ, ୨ଟି ମୋଟରସାଇକେଲ, ଗୋଟିଏ ମୋବାଇଲ ଫୋନ, ୧୩,୦୪୦/- ଟଙ୍କା, ଆଧାର କାର୍ଡ, ଏଟିଏମ, ଏବଂ ଗୋଟିଏ ଆରସି ଜବତ କରାଯାଇଥିଲା ।

ପଚରା ଉଚରା ସମୟରେ ଅଭିଯୁକ୍ତ ମାନେ ଏହି ବେଆଇନ ଗଞ୍ଜେଇ କୁ କନ୍ଧମାଳ ଅଞ୍ଚଳରୁ ସଂଗ୍ରହ କରି ଭୁବନେଶ୍ଵର ରେ ବିଭିନ୍ନ ସ୍ଥାନରେ ବିକ୍ରୟ କରୁଥିବା ସ୍ଵୀକାର କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ମୈତ୍ରୀବିହାର ଥାନା ପୁଲିସ ଏକ ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

            ବିଦ୍ର: ଜନସାଧାରଣମାନେ ମୋବାଇଲ, ଗାଡି, ସୁନା/ରୂପା ଗହଣା ଚୋରୀ ତଥା ଛିନତାଇ କିମ୍ବା ନିଶା କାରବାର ବିଷୟରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟ୍ସଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

Name & Address of Accused persons:

1.         Pratima Sahoo@ Chhoti (43), W/o- Manoranjan Jena of Kalibira, Po- Bindhanima, PS- Tigiria, Dist- Cuttack, At/pr- Nilamadhaba Basti, BDA Colony &

2.         Guruprasad Nayak(44), S/o- Madhusudan Nayak of Vill- Kalapathara, PS- Baideswar, Banki, At/pr- Saileshree Vihar, BDA colony, Both are PS Maitrivihar, BBSR UPD.

Article Seized:

1.         10kg100grams of Ganja &

2.         2 nos of motorcycle,

3.         One mobile phone

4.         Cash of Rs. 13,040/-

5.         ATM & Aadhar Cards & one RC.

.

LEAVE A REPLY

Please enter your comment!
Please enter your name here