Crime File: Know how Info Valley Police in Capital City, nabbed a 5-members Criminal Gang

0
414
Sania @Bishnu Prasad Swain (31), S/O- Late Kailash Swain of Janla MathaSahi, PS- Info Valley, Bhubaneswar UPD, Papi Swain @Ashok Kumar Das (24), S/O- Kumar das of Gangapada, , PS- Info Valley, Bhubaneswar UPD, Prakash Dehury (24), S/O- Suresh Dehury of Vill- Chachera Sahi, PS/Dist- Khudha, Mohan Majhi (23), S/O- Murali Majhi, Vill- Chachera Sahi, PS/Dist- Khudha and Ghanashyam Swain (36), S/O- Late kailash Swain, Vill- Janla, PS- Info Valley, Bhubaneswar UPD

By Biswanath Dash

BHUBANESWAR:   Info Valley PS Case No-78, dt-13.03.2023, U/S-399/402 IPC.PO:  Bada Pokhari, Near Gohira Chhaka, PS- Info Valley, Bhubaneswar UPD.

Gist of the FIR:

ଇନଫୋଭ୍ୟାଲି ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । 

ସୂଚନାଯୋଗ୍ୟ ଯେ, ଘାଟଣାଦିନ ଇନଫୋଭ୍ୟାଲି ଥାନାର ଏକ ଟିମ ନିଜ ଅଞ୍ଚଳରେ ରାତ୍ର କାଳୀନ ପେଟ୍ରୋଲିଙ୍ଗ କରୁଥିବା ସମୟରେ, ନିମ୍ନୋକ୍ତ ଅଭିଯୁକ୍ତ ମାନେ ଗୋହିରା ଛକ ଅନ୍ତର୍ଗତ ବଡ଼ପୋଖରୀ ଅଞ୍ଚଳରେ ଥିବା ଏକ ନିର୍ଜନ ସ୍ଥାନରେ ବସି ଜାତୀୟ ରାଜପଥରୁ ବଡଧରଣର ଡକାୟତି କରିବା ନିମନ୍ତେ ଯୋଜନା କରୁଥବା ନେଇ ସୂଚନା ପାଇଥିଲେ ।

ଏହି ସୂଚନା ଅନୁଯାଇ ଇନଫୋଭ୍ୟାଲି ଥାନାର ପେଟ୍ରୋଲିଙ୍ଗ ଟିମ ଘଟଣା ସ୍ଥଳରେ ଅତର୍କିତ ଚଢଉ କରି ନିମ୍ନୋକ୍ତ ପାଞ୍ଚଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ସେମାନଙ୍କ ହେପାଜତରୁ ଦୁଇଟି ମୋଟରସାଇକେଲ, ଗୋଟିଏ ଖଣ୍ଡା, ଗୋଟିଏ କଟୁରୀ, ଗୋଟିଏ ଷ୍ଟିଲପାଇପ, ଗୋଟିଏ ଲୁହା ଛଡ, କିଛି ମଦ ବୋତଲ ଏବଂ କିଛି ଲଙ୍କାଗୁଣ୍ଡ ଜବତ କରିଥିଲେ । ତଦନ୍ତ ସମୟରେ ସମସ୍ତ ଅଭିଯୁକ୍ତ, ବିଳମ୍ବିତ ରାତିରେ ଜାତୀୟ ରାଜପଥରେ ଯାତାୟାତ କରୁଥିବା ବିଭିନ୍ନ ଗାଡ଼ିରୁ ଡକାୟତି କରିବା ନିମନ୍ତେ, ଉକ୍ତ ସ୍ଥାନରେ ବସି ଯୋଜନା କରୁଥିବା କଥା ସ୍ଵୀକାର କରିଥିଲେ ।

 ତଦନ୍ତ ଶେଷରେ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Name & Address of Accused person:

1.         Sania @Bishnu Prasad Swain (31), S/O- Late Kailash Swain of Janla MathaSahi, PS- Info Valley, Bhubaneswar UPD.

2.         Papi Swain @Ashok Kumar Das (24), S/O- Kumar das of Gangapada, , PS- Info Valley, Bhubaneswar UPD.

3.         Prakash Dehury (24), S/O- Suresh Dehury of Vill- Chachera Sahi, PS/Dist- Khudha.

4.         Mohan Majhi (23), S/O- Murali Majhi, Vill- Chachera Sahi, PS/Dist- Khudha.

5.         Ghanashyam Swain (36), S/O- Late kailash Swain, Vill- Janla, PS- Info Valley, Bhubaneswar UPD.

Seizure:-

1.         One Apache M/C, bearing Regd. No.OD-02-AH-5456.

2.         One Hero Passion M/C, bearing Regd. No.OR-02-AW-3692.

3.         One Sword, One Billhook, One Steel Pipe, One Iron rod, Liquor bottle & Chili Powder.

LEAVE A REPLY

Please enter your comment!
Please enter your name here