Crime File- Kharvelnagar PS Case No-108, accused arrested, One LG 42PN4500TA TV seized

0
365
Rahul Manthan (18) S/o- Prafulla Manthan At- Sidhala PS- Jagatsinghpur town Dist- Jagatsinghpur At/Pre- near Charlee hotel side road Bomikhal PS- Laxmisagar Bhubaneswar UPD.

By Biswanath Dash

BHUBANESWAR:   Kharvelnagar PS Case No-108, dt-12.03.2023, U/S. 379/411 IPC.PO:  At Near Toshali Bhawan Satyanagar area, PS- Kharvelnagar, Bhubaneswar UPD.

Gist of the FIR:

ଆଜି ଖାରବେଳନଗର ଥାନା ପୁଲିସ ନିମ୍ନୋକ୍ତ ଅଭିଯୁକ୍ତକୁ ଚୋରୀ ସାମଗ୍ରୀ ବିକ୍ରୟ କରିବା ଅଭିଯୋଗକରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । 

ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ଖାରବେଳନଗର ଥାନା ର ଏକ ଟୀମ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ପାଟ୍ରୋଲିଂ କରୁଥିବା ବେଳେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ସତ୍ୟନାଗର ସ୍ଥିତ ତୋଷାଳି ଭବନ ନିକଟରେ ରାସ୍ତାରେ ଯାତାୟାତ କରୁଥିବା ଲୋକମାନଙ୍କୁ ଗୋଟିଏ ଚୋରା ଟିଭି ବିକ୍ରୟ କରିବା ପାଇଁ ଚେଷ୍ଠା କରୁଥିବା ସୂଚନା ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିଲା । ଏହି ସୂଚନା ଆଧାରରେ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ଅଭିଯୁକ୍ତକୁ ଚୋରା ଟିଭି ସହିତ କାବୁ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ଜବତ ହୋଇଥିବା ଟିଭି ର ନିଜସ୍ଵ ପ୍ରମାଣପତ୍ର ଦେଖାଇ ପାରିନଥିବା ବେଳେ ଉକ୍ତ ଟିଭି ଟିକୁ  ଚୋରୀ ଟିଭି ଜାଣିବା ସତ୍ବେ ଅଳ୍ପ ମୂଲ୍ୟ ଦେଇ କିଣିବା ପରେ ଅଧିକ ଟଙ୍କା ଆଶାରେ ବିକ୍ରୟ ପାଇଁ ଚେଷ୍ଠା କରୁଥିବା ସ୍ଵୀକାର କରିଥିଲେ । ପୁଲିସ ଅଭିଯୁକ୍ତର ହେପାଜତରୁ ଚୋରୀ ଟିଭି ଜବତ କରିବା ପରେ ଅଧିକ ତଦନ୍ତ ପାଇଁ ଥାନାକୁ ଆଣିଥିଲେ ।

ତଦନ୍ତ ଶେଷରେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

Name & Address of Accused person:

1.         Rahul  Manthan (18) S/o- Prafulla Manthan At- Sidhala PS- Jagatsinghpur town Dist- Jagatsinghpur At/Pre- near Charlee hotel side road Bomikhal PS- Laxmisagar Bhubaneswar UPD.

Seizure:-

1.         One LG 42PN4500TA Tv.

.

LEAVE A REPLY

Please enter your comment!
Please enter your name here