Chief Secretary Reviews COVID-19 Vaccination Drive

0
675

By Our Correspondent

BHUBANESWAR: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ Chief Secretary Suresh Mohapatra on Wednesday ବିଭିନ୍ନ ଜିଲ୍ଲାର କୋଭିଡ ସ୍ଥିତି ଅନୁଧ୍ୟାନ କରି ଜାନୁଆରୀ ୧୫ ତାରିଖ ସୁଦ୍ଧା ଶତ ପ୍ରତିଶତ ଟିକାକରଣ ନିମନ୍ତେ ଲକ୍ଷଭେଦୀ କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାପାଳ, ସ୍ୱାସ୍ଥ୍ୟ ଅଧିକାରୀ, ବ୍ଲକ୍ ଓ ପଂଚାୟତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବିବାହ, ବ୍ରତ ଓ ଅନ୍ତେଷ୍ଟିକ୍ରିୟା ଆଦିରେ ଅଂଶଗ୍ରହଣ ନିମନ୍ତେ ନିର୍ଦ୍ଧାରିତ ସଂଙ୍ଖ୍ୟାର ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ମଧ୍ୟ ଜିଲ୍ଲାପାଳ ଓ ପୋଲିସ୍ ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ବଜାର, ଶିଳ୍ପାଞ୍ଚଳ ଭଲି ଭିଡ଼ ସ୍ଥାନରେ ପ୍ରତୀମାତ୍ମକ ନମୁନା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ସୂଚନା ଓ ଲୋକସଂପର୍କ ବିଭାଗ ତଥା @rdmodisha ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ,@SMEOdisha ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଓଡ଼ିଶା ଭେଷଜ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଯାମନୀ ଷଢ଼ଙ୍ଗୀଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବିଶେଷଜ୍ଞମାନେ ବୈଠକରେ ଅଂଶଗ୍ରହଣ କରିଥିଲେ।

Director of Public Health Niranjan Mishra said all Collectors and Municipal Commissioners have been directed to tighten restrictions and intensify surveillance. They have also been instructed to ensure that unvaccinated people are administered with the vaccine doses at the earliest.

Earlier in the day, Chief Minister Naveen Patnaik, in a message, called upon the people of the state to remain cautious in order to keep the new variant of COVID-19 at bay.

“Each and every life is precious to me. The new variant is rapidly spreading.  Hence, we have to stay alert and strictly follow COVID Appropriate Behaviour to reduce the chances of getting infected with the virus. Don’t be careless. Wear mask and maintain social distancing,” Patnaik said in his message.

LEAVE A REPLY

Please enter your comment!
Please enter your name here