By Our Correspondent
BHUBANESWAR: Choudwar-Cuttack MLA Souvic Biswal in a x post had defended Party’s organisation general secretary Jajpur MLA Pranab Prakash Das’s political ability and his sacrifice for BJD, hours after actor Aridam Ray, who happened to be brother-in-law of Babby Das joined BJP quitting Naveen Patnaik’s regional outfit.
Hours after his post, MLA Biswal got trolled in social media. Ray joined BJP alleging that he was not treated properly in BJD and was also not given importance. Ray’s entry into BJP was a major setback for BJD MLA Babby Das. MLA Biswal came in rescue of Babby Das but trolled heavily for his oiling post.
Some even questioned MLA Biswal’s post as an attempt to catch the attention of Babby Das and others to ensure his Ticket for 2024 battle.
‘ଏମିତି ନେତା ପାଇଁ ବିଜେଡିର ପ୍ରତିଟି କର୍ମୀ ଗର୍ବିତ. ପ୍ରଣବ ପ୍ରକାଶ ଦାସ । ଯିଏ ପରିବାର ନୁହେଁ, ଦଳ ଆଉ ଦଳର କର୍ମୀଙ୍କୁ ଦିଅନ୍ତି ଗୁରୁତ୍ୱ । ସେ ଚାହିଁଥିଲେ ପରିବାରର ଏକାଧିକ ସଦସ୍ୟଙ୍କୁ ଟିକେଟ ବାଂଟିବାରେ କୈାଣସି ସମସ୍ୟା ନଥିଲା । ଯାହାକୁ ପାରିଥାନ୍ତେ ତାକୁ ଟିକେଟ ଦେଇଥାନ୍ତେ । ହେଲେ ସେ ଜାଣିଥିଲେ, ରାଜନୀତିରେ ସେ ଯେଉଁ ଟ୍ରେଣ୍ଡ ତିଆରି କରିବେ, ତାହା ଦଳର ଲକ୍ଷ ଲକ୍ଷ କାର୍ଯ୍ୟକର୍ତାଙ୍କୁ ପ୍ରଭାବିତ କରିବ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ହିଁ ପାଥେୟ କରି ସେ କାର୍ଯ୍ୟ କରନ୍ତି । ଏହା ଆଜି ପ୍ରମାଣିତ ।, MLA Biswal wrote.
MLA Biswal further wrote “ଯେଉଁ ଯାଜପୁର ପୈାରାଂଚଳ କାହିଁ କେତେ ଦଶନ୍ଧିରୁ ତାଙ୍କ ପାରିବାରିକ ନିୟନ୍ତ୍ରଣରେ ଥିଲା, ତାକୁ ପଛରେ ଛାଡି ଦେଇଥିଲେ ବବି ଭାଇ । କାରଣ ସେ ଟ୍ରେଣ୍ଡ ସେଟ୍ କରୁଥିଲେ, ଗୋଟିଏ ପରିବାର ଗୋଟିଏ ଟିକେଟ । ସେ ଉଦାହରଣ ସୃଷ୍ଟି କରୁଥିଲେ, ପରିବାର ପଛ, ପାର୍ଟି ଆଗ । ସେ ବାର୍ତା ଦେଉଥିଲେ, ନବୀନ ପଟ୍ଟନାୟକ ଯାହା କହିବେ ତାହା ଚୂଡାନ୍ତ ।,”.
‘ଆଜି ରାଜନୈତିକ ଘଟଣାକ୍ରମରେ ଯେଉଁ ସନ୍ଦେଶ ଆସିଛି, ତାହା ଦଳର ସମସ୍ତ କାର୍ଯ୍ୟକର୍ତାଙ୍କୁ ଦଳୀୟ ପ୍ରେମ ଏବଂ ନବୀନ ପ୍ରେମରେ ଉଦବୁଦ୍ଧ କରିବ । ଦଳ ସର୍ବମାନ୍ୟ, ନବୀନ ସର୍ବମାନ୍ୟ । ପ୍ରତିଟି କର୍ମୀ ନିଜ ଆଉ ନିଜ ପରିବାରର ସ୍ୱାର୍ଥ କଥା ଛାଡି ରାଜ୍ୟ ଏବଂ ଦଳୀୟ ସ୍ୱାର୍ଥରେ କାର୍ଯ୍ୟ କରିବାର ଯେଉଁ ବାର୍ତା ଆମ ପ୍ରିୟ ସାଙ୍ଗଠନିକ ସମ୍ପାଦକ ଦେଇଛନ୍ତି, ସେଇ ଅନୁସାରେ କାର୍ଯ୍ୟ କରିବାକୁ ଆସନ୍ତୁ ସଂକଳ୍ପ ନେବା । ଜୟ ଜଗନ୍ନାଥ , ଜୟ ନବୀନ, ଜୟ ବିଜେଡି, ଜୟ ଶଙ୍ଖ, Choudwar-Cuttack MLA closed the post.
In response to it , one wrote “ହଁ ଠିକ କଥା , ସେ ଚାହିଁ ଥିଲେ ନିଜ ପରିବାର ଓଡିଶା ଲୋକଙ୍କ କ୍ରୀତଦାସ ହେଇପାରିଥାନ୍ତେ , କିନ୍ତୁ ସେ ନିଜ ପରିବାର ଓଡିଶା ଲୋକଙ୍କୁ ଛାଡି , ତାମିଲ ବାବୁଙ୍କ କ୍ରୀତଦାସ ହେବାକୁ ପସନ୍ଦ କଲେ | ଏଥିରୁ ଜଣାପଡେ ସେ କାହାକୁ ଗୁରୁତ୍ୱ ଦିଅନ୍ତି,”
One more wrote “Bobby is a Kritadasa , so he doesn’t have any right to give tickets to anyone . Our HCM is now in different world. Completely controlled by Pandu Babu. Not a single leader can meet CM directly without Pandu’s approval. So better you think about your own political career,”
Another added to the fuel by posting “ଭାଇ ମୋର ସବୁ ଠିକ କିନ୍ତୁ ଯିଏ କାଲି ଯେ ଦଳରେ ଶାମିଲ ହେଲା ତାକୁ ଯେଉଁ ପ୍ରକାରର ସର୍ବେ ସର୍ବା ମାନିକରି ଚାଲିଛ ଏହା ଆଦୌ ଗ୍ରହଣୀୟ ନୁହଁ। ଆମେ ଜାଣିନାହୁଁ ପ୍ରଣବ ପ୍ରକାଶ ଦାସ ନିଜ ଅଞ୍ଚଳ ପାଇଁ କଣ କରିଛନ୍ତି କିଛି ଭଲ ହିଁ କରୁଥିବେ ଯାହା ଅନୁମାନ। କାରଣ ଅଧିକ ବ୍ୟବଧାନରେ ବିଜୟ ଲାଭ କରି ଆସୁଛନ୍ତି। ଯଦି କରିନଥିବେ ତେବେ ଦୁଃଖର ବିଷୟ।,’
One wrote “ଏହା ଏକ ଗପ ନହେଲେ ତମେ ଭି ଟିକେଟ ପାଇବ ନାହିଁ, ବିଜୁ ଜନତା ଦଳର ଆଜି ଖରାପ ଅବସ୍ଥା ରେ ଚାଲିଛି ହେଲେ ତମେ ସବୁ ନେତା ନିଜ ନିଜ ଫାଇଦା ପାଇଁ ଚୁପ୍ ରହୁଚ ଲୋକ ଙ୍କ ପାଇଁ କାମ କର ଲୋକ ତମ ପାଇଁ ରହିବେ ଦଳର ଆବଶ୍ୟକ ଭି ପଡ଼ିବନିତେଲ ମାରି ନେତା ହୁଅନିଲୋକଙ୍କ ପାଇଁ କାମ କର ନେତା ହୁଅ,”
‘ତେଲ ମାରିବା ଟା ଟିକେ ଅଧିକ ହେଇଯାଉଛି, ଆଉ ସେପଟେ କାର୍ତିକା ନନା ତୁମ ପୋଷ୍ଟ ଦେଖି ଖାଲି ଗର ଗର ହେବେ, one more added. ‘ଟିକେଟ ପାଇଁ ଏତେ ତେଲ, ହଉ ମାରି ଚାଲ,’ replied one to his post.
‘ଭାଇ ସବୁ ଖେଳ ଆଗ ନିଜେ ଦିଲ୍ଲୀ ଯାଇ ନିଜ ଭିଣୋଇ ପାଇଁ ସେଟ କଲେ ଆଉ ବିଜେଡି କୁ ବିକିବାକୁ ବସିଛନ୍ତି, ତାଙ୍କର ବି ପ୍ୟାରୀବାବୁଙ୍କ ପରିସ୍ଥିତି ହବ | ଧର୍ମ ସହିବନି, one more replied to his post.