Bharatpur PS Case No.-329, two accused arrested

0
496

By Biswanath Dash

BHUBANESWAR:  Bharatpur PS Case No.-329, dtd.29.07.2023, U/S-457/380 IPC.

PO:      SOS Children village, PS- Bharatpur, Bhubaneswar UPD.

Gist of the Case:

ଭରତପୁର ଥାନା ପୁଲିସ ଅଭିଯୋଗକାରୀ ଅବିନାଶ ହୋତାଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ତା ୨୮.୦୭.୨୦୨୩ରିଖ ରାତିରେ ଅଭିଯୋଗକାରୀ ଓ ତାଙ୍କର ପରିବାର ସଦସ୍ୟ ଘରେ ସୋଇଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ମାନେ ତାଙ୍କର ଘରେ ପ୍ରବେଶ କରି ଗୋଟିଏ  ବାଇସାଇକଲ ଓ ଏକ ଏଲଇଡି ଟିଭି ଚୋରୀ କରି ନେଇଯାଇଥିଲେ । ଅଭିଯୋଗକାରୀ ଏନେଇ ଭରତପୁର ଥାନା ରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଆଜି ବିଶେଷ ସୂତ୍ରରୁ ଖବର ପାଇ ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ସେମାନଙ୍କ ହେପାଜତରୁ ଚୋରୀ ସାମଗ୍ରୀ ଜବତ କରିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତମାନେ ସେମାନଙ୍କର ଅପରାଧ ସ୍ଵୀକାର କରିଥିଲେ । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।

Name and Address of Accused Persons:

1.         Sanu @ Papu Nayak (26) S/o- Braja Kishore Nayak,

2.         Bapi@ Dipak Nayak (23) S/o- Trinath Nayak

Both are Haraparbati Basti, PS- Bharatpur, BBSR UPD and,

3.         Raja @ Rajendra Nayak (22), S/o- Madhu Nayak of Unit-V, Ambedkar Basti, BBSR, PS- Bharatpur, BBSR UPD.

Seizure:

1.         One Bicycle and

2.         One LED TV.

LEAVE A REPLY

Please enter your comment!
Please enter your name here