Bharatpur PS Case No-296, two illegal liquor traders arrested

0
441

By Biswanath Dash

BHUBANESWAR:  Bharatpur PS Case No.296, dtd.05.07.2023, U/S-52 (a) Odisha Excise Act-2008.PO:         At Satyanagar, PS- Bharatpur, Bhubaneswar UPD.

Gist of the Case:

ଭରତପୁର ଥାନା ପୁଲିସ ବେଆଇନ ଦେଶୀ ମଦ ବିକ୍ରୟ ଅଭିଯୋଗରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଭରତପୁର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟିମ୍ ଥାନା ଅନ୍ତର୍ଗତ ସତ୍ୟନଗରରେ ଚଢଉ କରିବା ସହ ସର୍ବସାଧାରଣରେ ବେଆଇନ ଦେଶୀ ମଦ ବିକ୍ରି ଅଭିଯୋଗରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ତଲାସି ବେଳେ ଉଭୟ ଅଭିଯୁକ୍ତଙ୍କ ହେପାଜତରୁ ୫୦ଲିଟର ଦେଶୀମଦ ଓ ୮୦୦୦/- ଟଙ୍କା ଜବତ କରିଥିଲେ । ପଚରା ଉଚରା ବେଳେ, ଅଭିଯୁକ୍ତମାନେ ଏହି ଦେଶୀ ମଦ ବିକ୍ରୟ ନେଇ କୌଣସି ବୈଧ ଲାଇସେନ୍ସ ଦେଖାଇପାରି ନଥିବା ବେଳେ, ଉକ୍ତ ଦେଶୀ ମଦକୁ ବେଆଇନ ଭାବରେ ସର୍ବସାଧାରଣରେ ବିକ୍ରୟ କରୁଥିବା ଦର୍ଶାଇଥିଲେ ।  ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons: (PS Case No.223)

1.         Bidyadhar Sahoo (26), S/o- Gopal Krushna Sahoo, At- Mokarpalli, PS- Buguda, Dist- Ganjam, At/pr- Tapoban Basti, PS- Bharatpur, Bhubaneswar UPD, and

2.         Basanta Pradhan (26), S/o- Sudam Pradhan, At- Oladi, PS- Jagannathprasad, Dist- Ganjam, At/pr- Tapoban Basti, PS- Bharatpur, Bhubaneswar UPD, Dist- Khordha.

Seizure:

1.         Total 50ltrs of ID Liquor,

2.         Cash of Rs. 8000/-

LEAVE A REPLY

Please enter your comment!
Please enter your name here