Bharatpur PS Case No- 190, woman drug peddler arrested

0
414
Usha Nayak(32), W/o- Narayan Nayak of Mahipur, PS- Nuagaon, Dist- Nayagarh, At/pr- Plot No- 2413, Haraparbati Sahi, PS- Bharatpur, Bhubaneswar UPD.

By Biswanath Dash

BHUBANESWAR: Bharatpur PS Case No- 190, dtd. 04.05.2023, U/s- 21 (b) NDPS Act.PO: Near Bina bharati field, PS- Bharatpur, Bhubaneswar UPD.

Gist of the FIR:

ଆଜି ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ଏକ ସୂଚନା ଆଧାରରେ ଭରତପୁର ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଭରତପୁର ଥାନା ଅନ୍ତର୍ଗତ ବୀଣା ଭାରତୀ ପଡିଆ ନିକଟରେ ଅତର୍କିତ ଚଢଉ କରିବା ସହିତ ସାଧାରଣ ଲୋକଙ୍କୁ ବେଆଇନ ବ୍ରାଉନସୁଗାର ବିକ୍ରି କରୁଥିବା ଜଣେ ଅଭିଯୁକ୍ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତାଙ୍କ ତଲାସି ବେଳେ ପୁଲିସ ତାଙ୍କ ହେପାଜତରୁ ମୋଟ ୧୦ଗ୍ରାମ ଓଜନର ବ୍ରାଉନ ସୁଗାର ଏବଂ ୧୧,୦୦୦/- ଟଙ୍କା ଜବତ କରିଥିଲେ । ପଚରା ଉଚରା ସମୟରେ, ଅଭିଯୁକ୍ତା ଜଣକ ଏହି ବ୍ରାଉନ ସୁଗାର ବିକ୍ରିୟ କରିବା ନେଇ ପାଖରେ କୌଣସି ବୈଧ ଲାଇସେନ୍ସ ନଥିବା କଥା ସ୍ଵୀକାର କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଭରତପୁର ଥାନା ପୁଲିସ ଏକ ବେଆଇନ ବ୍ରାଉନ ସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ସୂଚନାଯୋଗ୍ୟ ଯେ, ଅପରେସନ ହ୍ଵାଇଟ ସ୍ପାଇଡର କ୍ରମରେ ଭୁବନେଶ୍ବର ସହରାଞ୍ଚଳ ପୁଲିସ ନିଶା ବେପାରୀଙ୍କୁ କାବୁ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି ।

Name & Address of Accused persons:

Usha Nayak(32), W/o- Narayan Nayak of Mahipur, PS- Nuagaon, Dist- Nayagarh, At/pr- Plot No- 2413, Haraparbati Sahi, PS- Bharatpur, Bhubaneswar UPD.

Article Seized:

10grams of Contraband Brown Sugar.

Cash of Rs.11,000/-

LEAVE A REPLY

Please enter your comment!
Please enter your name here