Balipatna PS Case No- 339, accused arrested

0
418
Asif Khan aka Saitan (35), S/O- Sk. Ainul of Makundadaspur, PS- Balipatna, Bhubaneswar UPD

By Our Correspondent

BHUBANESWAR:   Balipatna PS Case No- 339, Dt.30.09.2023, U/S-506/34 IPC r.w Sec 9 (B) (b) IE Act.PO: Mukundadaspur, PS- Balipatna, BBSR UPD.

Gist of the FIR:

ବାଲିପାଟଣା ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ବାଲିପାଟଣା ଥାନା ଅନ୍ତର୍ଗତ ମକୁନ୍ଦଦାସପୁରର ବାସିନ୍ଦା । ଘଟଣା ଦିନ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ଅଭିଯୋଗକାରୀଙ୍କୁ ନାନାପ୍ରକାର ଧମକ ଦେବା ସହିତ ତାଙ୍କ ବାସସ୍ଥାନ ଉପରକୁ ବିସ୍ଫୋରକ ସାମଗ୍ରୀ ନିକ୍ଷେପ କରିଥିଲେ ।

ଏହି ଘଟଣାକୁ କେନ୍ଦ୍ର କରି ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ବାଲିପାଟଣା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକାର କରିଥିଲେ ।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଲାଗି ଚଢଉ ଜାରିରହିଛି । 

Name & Address of Accused persons:

1.         Asif Khan aka Saitan (35), S/O- Sk. Ainul of Makundadaspur, PS- Balipatna, Bhubaneswar UPD.

LEAVE A REPLY

Please enter your comment!
Please enter your name here