Airfield PS Case No- 186, accused arrested

0
514

By Our Correspondent

BHUBANESWAR: Airfield PS Case No- 186, dtd.01.08.2023, U/S-379 IPC. PO: At Sundarpada, PS- Airfield, Bhubaneswar UPD.

Gist of the Case:

ଏୟାରଫୀଲ୍ଡ ଥାନା ପୁଲିସ ଅଭିଯୋଗକାରୀ ମୁକେଶ ବେହେରାଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କାଲି ତା ୦୧.୦୮.୨୦୨୩ ରିଖ ସନ୍ଧ୍ୟାରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କର ଘର ଆଗରେ ରଖାଯାଇଥିବା ଏଲୁମିନିୟମ ତାର ଚୋରୀ କରି ନେଇ ଯାଉଥିଲେ । ସେହି ସମୟରେ ଅଭିଯୋଗକାରୀ ଦେଖିପାରି ତାଙ୍କୁ କାବୁ କରିନେଇଥିଲେ ଏବଂ ପିସିଆର ସହାୟତାରେ ଅଭିଯୁକ୍ତଙ୍କୁ ଏୟାରଫୀଲ୍ଡ ଥାନାରେ ଜିମ୍ମା ଦେବା ସହ ତାଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ ।

ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ । ତଦନ୍ତ ସମୟରେ ଜଣା ପଡିଥିଲା ଯେ, ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳରେ ଜଣେ ଅଭ୍ଯାସଗତ ଅପରାଧୀ ଭାବରେ ପରିଚିତ ଏବଂ ତାଙ୍କ ନାମରେ ପୂର୍ବରୁ ଧଉଳି ଓ ଏୟାରଫୀଲ୍ଡ ଥାନାରେ ୨ ଟି ଚୋରୀ ମାମଲା ରହିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

Soumya Ranjan Behera (22), S/o- Arata Behera, At- Lingipur, PS- Dhauli, BBSR, Dist- Khordha.

LEAVE A REPLY

Please enter your comment!
Please enter your name here