By Our Correspondent
BHUBANESWAR: ୭୪ତମ ରାଜ୍ଯସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ସାମିଲ ହୋଇଥିବା ଅତ୍ୟନ୍ତ ଆକର୍ଷଣୀୟ ପ୍ରଜ୍ଞାପଧ ମେଢ ଗୁଡିକ ଲୋକସେବା ଭବନ (ସଚିବାଳୟ) ପରିସରରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ରଖାଯାଇଛି।
ଲୋକସେବା ଭବନ ପରିସରରେ ସର୍ବସାଧାରଣ ଆଜି ଏହି ପ୍ରଜ୍ଞାପନ ମେଢ ଗୁଡିକ ଦେଖିପାରିବେ.