By Our Correspondent
BHUBANESWAR: ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ‘ମୁଣ୍ଡାରୀ’, ‘କୁଇ’, ‘ସଉରା’ ଓ ‘ହୋ’ ଭାଷାକୁ ସାମିଲ କରିବାକୁ କେନ୍ଦ୍ର ସରକାରଙ୍କୁ ପୁଣିଥରେ ସୁପାରିସ କରାଯାଇଛି।
ଜନଜାତିଙ୍କ ଭାଷା, ସଂସ୍କୃତି ତଥା ପରମ୍ପରାର ସୁରକ୍ଷାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ଯାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି.