ବୌଦ୍ଧ ଜିଲ୍ଲା ସାଲକୀ ନଦୀରେ ନିର୍ମାଣ ହେବ ସତୀଘାଟ ନଦୀଗର୍ଭ ଜଳାଶୟ ପ୍ରକଳ୍ପ, Rs ୩୨୪ କୋଟି ଟଙ୍କା ମଞ୍ଜୁର

0
271

By Our Correspondent 

BHUBANESWAR: ବୌଦ୍ଧ ଜିଲ୍ଲା ସାଲକୀ ନଦୀରେ ନିର୍ମାଣ ହେବ ସତୀଘାଟ ନଦୀଗର୍ଭ ଜଳାଶୟ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ  ଏହାକୁ ଅନୁମୋଦନ ଦେବା ସହ ୩୨୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏହା ଭୂତଳ ଜଳସ୍ତର ବୃଦ୍ଧି, ପାନୀୟଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦିରେ ବେଶ ସହାୟକ ହେବ।

ଏହାଦ୍ବାରା ବୌଦ୍ଧ ଜିଲ୍ଲାର ଜନସାଧାରଣ ବହୁତ ଉପକୃତ ହେବେ। 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ସମୟରେ ସ୍ଥାନୀୟ ଜନସାଧାରଣ ଏନେଇ ପ୍ରସ୍ତାବ ଦେଇଥିଲେ।

LEAVE A REPLY

Please enter your comment!
Please enter your name here