By Our Correspondent
BHUBANESWAR: ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଟ୍ରେନରେ ଧୂଆଁ. ଦିବ୍ରୁଗଡ଼ରୁ କନ୍ୟାକୁମାରୀ ଯାଉଥିଲା ବିବେକ ଏକ୍ସପ୍ରେସ ଟ୍ରେନର ବଗି ନମ୍ବର S-10ରେ ନିଆଁ.
ନିଆଁ ଲାଗିବା ପରେ ଭୟରେ ଓହ୍ଲାଇ ପଡ଼ିଲେ ଯାତ୍ରୀ.