OdishaPuri ଗୁଣ୍ଡିଚା ଭକ୍ତ ନିବାସ ସ୍ଥିତ ହରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ଏକ ସ୍ଵତନ୍ତ୍ର ଅଭିନବ ଉପବନ ଲୋକାର୍ପିତ By Anurjay - December 3, 2023 0 933 Facebook Twitter Pinterest WhatsApp ଗୁଣ୍ଡିଚା ଭକ୍ତ ନିବାସ ସ୍ଥିତ ହରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ଏକ ସ୍ଵତନ୍ତ୍ର ଅଭିନବ ଉପବନ ଲୋକାର୍ପିତ By Our Correspondent PURI/BHUBANESWAR: ଗୁଣ୍ଡିଚା ଭକ୍ତ ନିବାସ ସ୍ଥିତ ହରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ଏକ ସ୍ଵତନ୍ତ୍ର ଅଭିନବ ଉପବନ ଆଜି ସକାଳ 8 ଘଟିକା ସମୟରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଓ ସିଏସଆଇର ଡି.ଜି ଙ୍କ ଦ୍ବାରା ଲୋକାର୍ପିତ.