ଟ୍ୱିନ ସିଟି ରେ ଉପୁଜିପାରେ ସହରୀ ବନ୍ୟା ପରିସ୍ଥିତି, ସକାଳ ୮.୩୦ ସୁଧା କଟକ ସହର ରେ ୪୧.୮ ମିମି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱର ରେ  ୧୪.୭ ମିମି ବର୍ଷା ରେକର୍ଡ

0
305
ଲଗାଣ ଏବଂ ତୀବ୍ର ବର୍ଷା ପ୍ରଭାବରେ ଟ୍ୱିନ ସିଟି ରେ ଉପୁଜିପାରେ ସହରୀ ବନ୍ୟା ପରିସ୍ଥିତି. ଆଜି ସକାଳ ୮.୩୦ ସୁଧା କଟକ ସହର ରେ ୪୧.୮ ମିମି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱର ରେ ୧୪.୭ ମିମି ବର୍ଷା ରେକର୍ଡ.

By Our Correspondent

BHUBANESWAR: ଲଗାଣ ଏବଂ  ତୀବ୍ର ବର୍ଷା ପ୍ରଭାବରେ ଟ୍ୱିନ ସିଟି ରେ ଉପୁଜିପାରେ ସହରୀ ବନ୍ୟା ପରିସ୍ଥିତି. ଆଜି ସକାଳ ୮.୩୦ ସୁଧା କଟକ ସହର ରେ ୪୧.୮ ମିମି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱର ରେ  ୧୪.୭ ମିମି ବର୍ଷା ରେକର୍ଡ.

ଆଗାମୀ ୨ ଘଣ୍ଟା ଯାଏଁ ତୀବ୍ର ବୃଷ୍ଟିପାତ ସକାଶେ ଚେତାବନୀ .

ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକ ରେ ତୀବ୍ର  ( ୧ ରୁ ୨ ସେମି ଘଣ୍ଟା ପ୍ରତି ) ରୁ ଅତି ତୀବ୍ର (୨ ରୁ ୩ ସେମି) ବୃଷ୍ଟିପାତ ଲାଗିରହିଥିବାରୁ ଟ୍ରାଫିକ ଜନିତ ସମସ୍ୟା ଉପୁଜି ବାରେ ସମ୍ଭାବନା ରହିଛି , ତଳୁଆ ଅଂଚଳରେ ପାଣି ଜମିବ ତଥା ଅଣ୍ଡରପାସ ରୋଡ଼ ରେ ପାଣିଜମିବା ସମ୍ଭାବନା ରହୁଥିବାରୁ ଆବଶ୍ୟକ ନଥିଲେ ଯାତାୟାତ ରୁ ନିବୃତ ରହିବାକୁ ସୂଚନା.

ଆଜି ସକାଳ .୩୦ ସୁଦ୍ଧା ରେକର୍ଡ ପ୍ରମୁଖ ବର୍ଷା

ପାରାଦୀପ: ୧୦୫ ମିମି, ପୁରୀ: ୮୬.୬ ମିମି, ଢେଙ୍କାନାଳ: ୭୦ ମିମି, ନୟାଗଡ: ୪୩.୧ ମିମି , କେନ୍ଦ୍ରାପଡା: ୨୨.୪ ମିମି , ଭୁବନେଶ୍ୱର: ୧୪.୭ ମିମି , ଗୋପାଳପୁର: ୨.୧ ମିମି , ଚାନ୍ଦବାଲି : ୧୧.୯ ମିମି , ବାଲେଶ୍ୱର: ୧୦.୨ ମିମି.

LEAVE A REPLY

Please enter your comment!
Please enter your name here