ଆଗାମୀ ୫ ଦିନ ଯାଏଁ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ

0
364

By Our Correspondent

BHUBANESWAR: ଆଗାମୀ ୫ ଦିନ ଯାଏଁ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ .କିଛି-କିଛି ସ୍ଥାନରେ ଦିନ ତାପମାତ୍ରା ୪୨ ଡ଼ିଗ୍ରୀ କିମ୍ବା ଅଧିକ ରହିବା  ସମ୍ଭାବନା ଅର୍ଥ ତାତି ଏବଂ ଗୁଳୁଗୁଳି ଜନିତ ଅସ୍ୱାଭାବିକ ପାଗ ଲାଗିରହିବାର ସମ୍ଭାବନା.

ଅନ୍ୟ ପକ୍ଷରେ, ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡମାନ ସାଗରର କିଛି ଅଞ୍ଚଳକୁ ସ୍ପର୍ଶ କରିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଆଜି ଦିନ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା :

ସମ୍ବଲପୁର: ୪୩.୨ ଡ଼ିଗ୍ରୀ, ହୀରାକୁଦ: ୪୩.୨ ଡ଼ିଗ୍ରୀ, ଝାରସୁଗୁଡା: ୪୦.୨ ଡ଼ିଗ୍ରୀ, ଚାନ୍ଦବାଲି: ୩୯.୨ ଡ଼ିଗ୍ରୀ, ଭୁବନେଶ୍ୱର: ୩୬.୪ ଡ଼ିଗ୍ରୀ, ବାଲେଶ୍ୱର: ୩୬.୦ ଡ଼ିଗ୍ରୀ, ପୁରୀ: ୩୪.୦ ଡ଼ିଗ୍ରୀ, ଗୋପାଳପୁର: ୩୩.୨ ଡ଼ିଗ୍ରୀ, ପାରାଦୀପ: ୩୨.୮  ଡ଼ିଗ୍ରୀ, କେନ୍ଦୁଝର: ୨୫.୨ ଡ଼ିଗ୍ରୀ.

ଆଜି ଦିନ ୧୧.୩୦ ସୁଦ୍ଧା ରେକର୍ଡ ତାପମାତ୍ରା :

ଝାରସୁଗୁଡା: ୪୦.୬ ଡ଼ିଗ୍ରୀ, ସମ୍ବଲପୁର: ୪୦.୪ ଡ଼ିଗ୍ରୀ, ହୀରାକୁଦ: ୩୯.୪ ଡ଼ିଗ୍ରୀ, ଚାନ୍ଦବାଲି: ୩୭.୮ ଡ଼ିଗ୍ରୀ, ଭୁବନେଶ୍ୱର: ୩୬.୨ ଡ଼ିଗ୍ରୀ, କେନ୍ଦୁଝର: ୩୪.୮ ଡ଼ିଗ୍ରୀ, ବାଲେଶ୍ୱର: ୩୪.୬ ଡ଼ିଗ୍ରୀ, ପୁରୀ: ୩୪.୦ ଡ଼ିଗ୍ରୀ, ଗୋପାଳପୁର: ୩୩.୪ ଡ଼ିଗ୍ରୀ, ପାରାଦୀପ: ୩୩.୦  ଡ଼ିଗ୍ରୀ.

LEAVE A REPLY

Please enter your comment!
Please enter your name here