By Our Correspondent
BHUBANESWAR:ସଡକ ପରିବହନ ନୀତି ଏବଂ ଏହାର କାର୍ଯ୍ୟକାରିତା ସମ୍ପର୍କରେ ବାଣିଜ୍ଯ ଓ ପରିବହନ ବିଭାଗ ପକ୍ଷରୁ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ଯସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି।
ଆଞ୍ଚଳିକ ପରିବହନ ଅଧିକାରୀମାନେ ଏଥିରେ ଅଂଶଗ୍ରହଣ କରି ବିଭିନ୍ନ ନୀତି ଓ ସଫଳ ରୂପାୟନ ସମ୍ପର୍କରେ ଅବଗତ ହୋଇଥିଲେ।