By Our Correspondent
BHUBANESWAR :ପଶ୍ଚିମା-ଝଡ ପ୍ରଭାବରେ ଭୁବନେଶ୍ୱର ଆକାଶରେ ମେଘ -ଖଣ୍ଡ .ଏହା ପ୍ରଭାବରେ ରାଜଧାନୀ ରେ ପବନ ଘଣ୍ଟା ପ୍ରତି ବେଗ ୨୦ ରୁ ୨୫ କିମି ବେଗରେ ବହୁଛି. ୨୪ ଘଣ୍ଟା ପରେ ରାତ୍ରି ତାପମାତ୍ରା ଧୀରେ ଧୀରେ ୩ ରୁ ୫ ଡ଼ିଗ୍ରୀ ତଳକୁ ଖସିବା ସମ୍ଭାବନା.
Several districts experienced thunderstorm accompanied by hail and lightning while rains hit few places under the influence of western disturbance.

























