Union Minister Dharmendra Pradhan observes Pakhal Diwas with Son Nishant in New Delhi

0
1087
Union Minister Dharmendra Pradhan along with Son Nishant Pradhan observes Pakhal Diwas in New Delhi on Monday

By Our Correspondent

NEW DELHI/BHUBANESWAR:  ନୂଆଦିଲ୍ଲୀ ସ୍ଥିତ ବାସଭବନରେ ପଖାଳ ଖାଇ ‘ପଖାଳ ଦିବସ’ ପାଳନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।. Pradhan along with his son Nishant Pradhan and State BJP leader Thakur Ranjit Das were seen relishing pure odia dishes.

 ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ପଖାଳ ମୋର ପ୍ରିୟ ଖାଦ୍ୟ । ଏହା ଆମ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ । ‘ପଖାଳ ଦିବସ’ ଅବସରରେ ପଖାଳ ଖାଇବାର ମଜା ଅଲଗା । ପଖାଳ ଆମ ଓଡ଼ିଆ ଜନଜୀବନ ଓ ଖାଦ୍ୟପେୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଓଡ଼ିଆଙ୍କ ଖାଦ୍ୟ ପ୍ରତି ଥିବା ଭଲ ପାଇବା ଓ ଶ୍ରଦ୍ଧାର ପ୍ରତୀକ । ସମସ୍ତ ଓଡ଼ିଶାବାସୀଙ୍କୁ ଏହି ଦିବସର ଅଭିନନ୍ଦନ ।

LEAVE A REPLY

Please enter your comment!
Please enter your name here