Tag: ଦକ୍ଷତା ବୃଦ୍ଧି
ସଂଘ ଶିକ୍ଷା ବର୍ଗ ଏବଂ କାର୍ଯ୍ୟକର୍ତ୍ତା ବିକାଶ ବର୍ଗ-ପ୍ରଥମ ସମାପନ ଉତ୍ସବ, ଉଭୟ ବର୍ଗରେ ୩୬୮ ସ୍ଥାନରୁ ୪୭୯ ଜଣ ଶିକ୍ଷାର୍ଥୀ ସମେତ ମୋଟ ୬୧୪ ଜଣ ଅଂଶଗ୍ରହଣ କରିଥିଲେ,ବର୍ଗରେ...
By Our Correspondent
SAMBALPUR/BHUBANESWAR:ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତିବର୍ଷ ଗ୍ରୀଷ୍ମ ଅବକାଶ ସମୟରେ ସ୍ୱୟଂସେବକମାନଙ୍କର ଗୁଣବତ୍ତା, ଦକ୍ଷତା ବୃଦ୍ଧି, ସଂଘ କାର୍ଯ୍ୟର ଅଭିବୃଦ୍ଧି ଏବଂ କାର୍ଯ୍ୟକର୍ତ୍ତା ନିର୍ମାଣ ଉଦ୍ଦେଶ୍ୟରେ ସଂଘ ଶିକ୍ଷା ବର୍ଗ ଆୟୋଜନ କରିଥାଏ। ଚଳିତ ବର୍ଷ ସମ୍ବଲପୁରସ୍ଥିତ ବୈଦିକ ଇଣ୍ଟରନ୍ୟାସନାଲ୍ ବିଦ୍ୟାଳୟ ପରିସରରେ ଦୁଇଟି ବର୍ଗର ଆୟୋଜନ କରାଯାଇଥିଲା। ଆଜି ତାର ସମାପନ ଉତ୍ସବ ।
ଏହି ଉଭୟ ବର୍ଗରେ ୩୬୮ ସ୍ଥାନରୁ ୪୭୯ ଜଣ ଶିକ୍ଷାର୍ଥୀ ସମେତ ମୋଟ ୬୧୪ ଜଣ ଅଂଶଗ୍ରହଣ କରିଥିଲେ। ସମସ୍ତ ଶିକ୍ଷାର୍ଥୀ ଯାତ୍ରା ଖର୍ଚ୍ଚ ଓ ଅନ୍ୟାନ୍ୟ ସମସ୍ତ ବ୍ୟୟ ସ୍ୱୟଂ ବହନ କରିଥିଲେ ପ୍ରଶିକ୍ଷଣ ପ୍ରତିଦିନ...














