Shree Lingaraj PS Case No-328, accused arrested

0
442
Prasanta Nayak (25), S/o- Babu Nayak, At- Kedarpalli, Lane-1, Quarter No-132, Near Bapuji Nagar, PS- Capital, UPD BBSR

By Biswanath Dash

BHUBANESWAR:   Shree Lingaraj PS Case No-328, dt.30.11.2023, U/S- 294/341/323/354/354(A)/506 IPC. PO: In front of Shree Lingaraj Temple, near Maa Mangala Mandir, PS- Shree Lingaraj, Bhubaneswar UPD.

Brief of the Case:

ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣେ ସଫେଇ କର୍ମଚାରୀ ଏବଂ ସେ ଲିଙ୍ଗରାଜ ମନ୍ଦିର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସଫେଇ କାର୍ଯ୍ୟ କରନ୍ତି । ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କର ପଡୋଶୀ ଏବଂ ବିଭିନ୍ନ ସମୟରେ ଅଭିଯୁକ୍ତଙ୍କର ଆଚରଣ କୁ ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ଲାଗିରହିଥିଲା ।

ଗତ କାଲି ତା ୩୦.୧୧.୨୦୨୩ ରିଖ ଅପରାହ୍ନରେ ସେ ଅଭିଯୋଗକାରିଣୀ ସଫେଇ କାର୍ଯ୍ୟ କରୁଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଘଟଣା ସ୍ଥଳକୁ ଆସିଥିଲେ ଏବଂ କୌଣସି କାରଣ ନଥାଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ସର୍ବସାଧାରଣରେ ଖରାପ ଆଚରଣ ପଦର୍ଶନ କରିଥିଲେ ।

ଅଭିଯୋଗକାରିଣୀ ଏନେଇ ଶ୍ରୀ ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of the Accused persons:

1.         Prasanta Nayak (25), S/o- Babu Nayak, At- Kedarpalli, Lane-1, Quarter No-132, Near Bapuji Nagar, PS- Capital, UPD BBSR.

LEAVE A REPLY

Please enter your comment!
Please enter your name here