Shree Lingaraj PS Case No-242, accused arrested

0
314
Bibekananda Patra @ Bibek (23), S/O- Dhruba Charan Patra @ Dhobei, At- Palamandap Sahi, dhi Binayak Temple, PS- Airfield, Bhubaneswar, At/Pr- Jhinti Sasan, PS- Balipatna, Bhubaneswar UPD

By Our Correspondent

BHUBANESWAR:  Shree Lingaraj PS Case No-242, dtd.17.08.2023, U/S- 451/186/353/332/294/ 506 IPC.PO:   RI Office, Old Town, PS- Shree Lingaraj, Bhubaneswar UPD.

Gist of the Case:

ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ସୁନ୍ଦରପଦା ଅଞ୍ଚଳର ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟ କରନ୍ତି । ନିମ୍ନୋକ୍ତ ଅଭିଯୁକ୍ତ ଜଣକ ନ୍ଯାଯ ବ୍ୟକ୍ତିଗତ କାମରେ ପ୍ରାୟତଃ ତାଙ୍କ କାର୍ଯ୍ଯାଳୟକୁ ଯିବାଆସିବା କରିଥାନ୍ତି । ଘଟଣା ଦିନ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ନିଶାସକ୍ତ ଅବସ୍ଥାରେ ଅଭିଯୋଗକାରୀଙ୍କ ଓଲ୍ଡଟାଉନସ୍ଥିତ କାର୍ଯ୍ଯାଳୟ ଭିତରକୁ ଜୋରଜବରଦସ୍ତ ପଶି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ପାଖରେ ଥିବା ଏକ ଇଟା ସାହାଯ୍ୟରେ ଆକ୍ରମଣ କରିଥିଲେ ।

 ଘଟଣାର ଅଭିଯୋଗ ପରେ, ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

1.         Bibekananda Patra @ Bibek (23), S/O- Dhruba Charan Patra @ Dhobei, At- Palamandap Sahi, dhi Binayak Temple, PS- Airfield, Bhubaneswar, At/Pr- Jhinti Sasan, PS- Balipatna, Bhubaneswar UPD.

LEAVE A REPLY

Please enter your comment!
Please enter your name here