Saheed Nagar PS Arrested 4 accused

0
773

By Biswanath Dash

BHUBANESWAR: Saheednagar PS Case No-598, dtd.21.12.2022, U/S-399/402 IPC/25/27 Arms Act. PO: On BB Nagar Chhaka Kesura, NH-316, Puri By-pass Road, PS- Saheednagar, BBSR UPD.

Gist of the FIR:

ସହୀଦନଗର ଥାନା ପୁଲିସ ଉପରୋକ୍ତ ମାମଲାର ତଦନ୍ତ କରି ନିମ୍ନୋକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । ସୂଚନାଯୋଗ୍ୟ ଯେ, ଗତ କାଲି ବିଳମ୍ବିତ ରାତିରେ ସହୀଦନଗର ଥାନା ପୁଲିସ ତରଫରୁ ଏକ ସ୍ପେଶାଲ ଟିମ ଥାନା ପରିସୀମା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ସଶସ୍ତ୍ର ଡକାୟତି ଦଳ, ବିବି-ନଗର ଛକ ପାଖରେ ଥିବା ଏକ ନିର୍ଜନ ସ୍ଥାନରେ ଡକାୟତି ଯୋଜନା କରୁଥିବାର ସୂଚନା ପାଇଥିଲେ । ଏହି ସୂଚନା ପାଇବା ପରେ ପେଟ୍ରୋଲିଙ୍ଗ ଟିମ ଉକ୍ତ ସ୍ଥାନରେ ସଦଳବଳେ ଅତର୍କିତ ଭାବେ ଚଢଉ କରିବା ସହିତ ନିମ୍ନୋକ୍ତ ୪ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ରିଭଲଭର ସହିତ ୪ଟି ଅଫୁଟା ଗୁଳି, ୪ଟି ମୋବାଇଲ ଫୋନ ଏବଂ କିଛି ଲଙ୍କାଗୁଣ୍ଡ ପ୍ୟାକେଟ ଜବତ କରିଥିଲେ । ପଚରା ଉଚରା ସମୟରେ ଅଭିଯୁକ୍ତ ମାନେ ଡକାୟତି ନିମନ୍ତେ ଉକ୍ତ ସ୍ଥାନରେ ଯୋଜନା କରୁଥିବା କଥା ସ୍ଵୀକାର କରିଥିଲେ । ଶେଷରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପରେ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Name & Address of Accused person:

  1. Bapi @Subrata Sahoo (25), S/o- Subash Sahoo of Gadakana, PS- Mancheswar, Bhubaneswar UPD.
  2. Muna @Sangram Gouda (28), S/o- SantoshKumar Gouda, of Pantikhari, PS- Belaguntha, Ganjam, A/P- Siripur farm gate Basti, PS- Khandagiri, Bhubaneswar UPD.
  3. Raju @Rajendra Panigrahi (30), S/o- Hrusikesh Panigrahi, At- Chikiti, PS- Nuagaon, Ganjam A/p- Biseswar Basti PS- Saheednagar, Bhubaneswar UPD.
  4. Mani @Ananta Kumar Machhua S/o Ramesh Ch. Machhua, of Majhikhanda PO-Sinduria, PS- Ranpur, Dist- Nayagarh, A/p- Lane-10, near Ayuvedic medical, PS- Bharatpur, Bhubaneswar UPD.

Article Seized:

One Revolver with 4nos of live ammunitions and one iron rod.

4nos of Android Mobile Phones.

Chilly Packets.

Photograph:

LEAVE A REPLY

Please enter your comment!
Please enter your name here