Safe City Drive by Police: Rs 43.69 Lakhs Fine collected, 89 arrested in last 15 days

0
283
Safe City Drive by Police: Rs 43.69 Lakhs Fine collected, 89 arrested in last 15 days

By Our Correspondent  

BHUBANESWAR: For Open Drinking (OUP)        , as many as 1513 people penalised and fine of Rs.7,56,500 collected while Smoking in Public Place(COTPA) , some 337 people penalised and fine of Rs.33,700 collected between October 1-15.

For MV Act violation, 80 people penalised and fine of Rs,40,000 collected.  37 persons grilled in Excise Case     while 584.41 Ltr seized and 27 arrested between October 1-15.

89 property offenders cases reported while 31 related to Dadabatti.

Illegal Parking penalty on 389 and fine collected Rs.1,98,000, MV Act cases against 4129 and fine collected Rs.41,71,000. Total fine collected at Rs.43,69,000.

 ଅପରାଧକୁ ନିୟନ୍ତ୍ରଣ କରିବା ଲାଗି ଡିସିପି, ଭୁବନେଶ୍ବରଙ୍କ ନିର୍ଦ୍ଦେଶ କ୍ରମେ ଗତ କିଛି ଦିନ ପୂର୍ବରୁ ଭୁବନେଶ୍ଵର ସହରାଞ୍ଚଳ ପୁଲିସ ତରଫରୁ “ସେଫ ସିଟି ଡ୍ରାଇଭ” ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନ କ୍ରମରେ ଆଗକୁ ଆସୁଥିବା ପାର୍ବଣ ମହୋତ୍ସବକୁ ଲକ୍ଷ କରି ସହରାଞ୍ଚଳ ପୁଲିସ ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ପେଟ୍ରୋଲିଂକୁ ବ୍ୟବସ୍ଥାକୁ କଡାକଡି କରାଯାଇଅଛି ।

ବିଭିନ୍ନ ଥାନା ତଥା ପିଓପିଡି ଓ ଟିମ-୬୦ ର ଅଧିକାରୀ ଏବଂ କର୍ମଚାରୀ ମାନେ ଏହି ପେଟ୍ରୋଲିଂରେ ସାମିଲ ହୋଇଥିବା ବେଳେ ସର୍ବସଧାରଣ ସ୍ଥାନରେ ମଦ୍ୟପାନ, ବିଭିନ୍ନ ଖଟି/ଆଡା, ଏବଂ ଯାନବାହାନ ଚେକିଙ୍ଗ ସହିତ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟ କଳାପ ବିରୋଧରେ ଧରପଗଡ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯିବା ସହିତ ଆବଶ୍ୟକ ସ୍ଥଳେ ଜୋରିମନା ମଧ୍ୟ ଆଦାୟ କରାଯାଉଛି ।

ଆଗାମୀ ପାର୍ବଣ ମହୋତ୍ସବକୁ ଆଖିଆଗରେ ରଖି ଭୁବନେଶ୍ଵର ସହରାଞ୍ଚଳ ପୁଲିସ ତରଫରୁ ଏହିଭଳି ଧରପଗଡ ଅଭିଯାନ ଆଗକୁ ମଧ୍ୟ ନିୟମିତ ଭାବେ ଜାରିରହିବ ।

LEAVE A REPLY

Please enter your comment!
Please enter your name here