RTI Activists Demand CBI Probe into Mines Mafia Sribash Jena’s Illegal Activities in Jajpur

0
1341
RTI Activists Demand CBI Probe into Mines Mafia Sribash Jena’s Illegal Activities in Jajpur

By Our Correspondent

BHUBANESWAR: ଧର୍ମଶାଳା ଅଞ୍ଚଳର ବ୍ୟାପକ ଦୁର୍ନୀତି ବିରୋଧରେ ସିବିଆଇ କାର୍ଯ୍ୟାଳୟର ଦ୍ଵାରସ୍ଥ ହେଲା ଓଡ଼ିଶା ସୂଚନାଅଧିକାର ଅଭିଯାନ ।ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳର  ୩୪.୪୬ ଏକର ଜମିକୁ ପାରାଦ୍ୱୀପ ପୋର୍ଟ ଟ୍ଟ୍ରଷ୍ଟ ଅଧିକାରୀ, ରାଜନେତା ଓ ଖଣିମାଫିଆ ଶ୍ରୀବାସ ଜେନାଙ୍କ ମଧୁଚନ୍ଦ୍ରିକାରେ ବେଆଇନ ଭାବେ ବ୍ୟବହାର କରି ବ୍ୟାପକ ଲୁଟ୍ ନେଇ  ସୂଚନା ଅଧିକାର ଆଇନରେ ମିଳିଥିବା ସମସ୍ତ ତଥ୍ୟ ପ୍ରମାଣ ସହ ସିବିଆଇ କାର୍ଯ୍ୟାଳୟରେ ଓସା ରାଜ୍ୟ ଆବାହକ ପ୍ରଦିପ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ  ଭୂବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ  ଅଧିକାରୀ ଦିବାକର ମିଶ୍ରଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି ।

ଏହାର ସଠିକ ତଦନ୍ତ କରାଗଲେ ପୋର୍ଟ ଟ୍ରଷ୍ଟର ଅଧିକାରୀ, ଖଣିମାଫିଆ ଓ ରାଜନେତାଙ୍କ ଅସଲିମୂଖା ପଦାକୁ ଆସିବ ବୋଲି ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେହୁରା କରିଛନ୍ତି । ଆଜି ଏହି ଅଭିଯୋଗ ପ୍ରଦାନ ବେଳେ ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ ଓ ଜିତେନ୍ଦ୍ର ସାହୁ ଉପସ୍ଥିତ ଥିଲେ ।

It may be noted here that,  recently, the Income Tax (I-T) Department had carried out raids on the residence and office of mines owner Sribas Jena at Baramunda in Odisha capital and other places in Jajpur and Puri districts, besides Hyderabad, for alleged tax evasion.

 The I-T sleuths had conducted the raids in Jajpur’s Dharamsala and Housing Board Colony in Ruchika Market, besides his crusher units. The premises of Aruni Transport, Konark Transport and Santosh Kumar Jena in Jajpur had also  searched by the 40-member I-T team.

Sribash had allegedly defaulted a whopping Rs 70 crore as dues to the state government for excess mining. He  had operated a black granite quarry on Dankari hillock under Dharmasala tehsil from 2002 to November 2015.  A total of 73 lakh cubic metres of black granite stones were raised from the quarry in just three years, which was double the permitted limit. The excess granite was valued at Rs 72.64 crore, which was to be paid to the State Exchequer as a penalty. Jena, however, paid only Rs 1.41 crore.

LEAVE A REPLY

Please enter your comment!
Please enter your name here